ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସ ପୁରୁଷ ହକିର ସେମିରେ ଭାରତ, କ୍ୱାର୍ଟରରେ ବ୍ରିଟେନକୁ ୩-୧ ଗୋଲରେ ହରାଇଲା

ଟୋକିଓ - ଦୀର୍ଘ ୪୧ ବର୍ଷ ପରେ ୮ ଥରର ସ୍ୱର୍ଣ୍ଣ ବିଜେତା ଭାରତ ଅଲିମ୍ପିକ୍ସ ହକିର ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତ ଗ୍ରେଟ୍ ବ୍ରିଟେନକୁ ୩-୧ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ସେମିଫାଇନାଲରେ ଭାରତ ୨୦୧୮ ବିଶ୍ୱକପ୍…