ସାରାରାଜ୍ୟରେ ନାଇଟ କର୍ଫ୍ୟୁ ସହ ଆଜିଠାରୁ ଅନଲକ୍ ପ୍ରକ୍ରିୟା କାର୍ଯ୍ୟକାରୀ, ଖୋଲିବ ମଲ୍‌, ହଲ୍‌, ବାର ଓ ରେସ୍ତୋରାଁ

ଭୁବନେଶ୍ୱର- ଜୀବନ ଓ ଜୀବିକା ଉପରେ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ନୂଆ କୋରୋନା ଗାଇଡଲାଇନ୍ ଆଜିଠାରୁ ଲାଗୁ ହୋଇଛି । ଏହା ସେପ୍ଟେମ୍ବର ୧ ତାରିଖ ଯାଏଁ ବଳବତ୍ତର ରହିବ । ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ସାରାରାଜ୍ୟରେ ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ଯାଏଁ ବଳବତ୍ତର ରହିବ ।…

ଗୀତା ମହାତ୍ମ୍ୟ:  ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ।

ସର୍ବୋପନିଷଦୋ ଗାବୋ ଦୋଗ୍ଧ ଗୋପାଳ- ନନ୍ଦନଃ। ପାର୍ଥୋ ବତ୍ସହଃ ସୁଧିରଭୋକ୍ତା ଦୁଗ୍ଧମ ଗୀତାମୃତମ ମହତ। ଏହି ଭଗବଦଗୀତା ସମସ୍ତ ଉପନିଷଦ ମାନଙ୍କ ସାର ଅଟେ। ସମସ୍ତ ଉପନିଷଦ ଏକ ଗାଭି ସଦୃଶ ଅଟନ୍ତି, ଏବଂ ଭଗବାନ ଶ୍ରୀକୃଷ୍ଣ ଏହି ଗାଭିକୁ ଦୋହନ କରୁଛନ୍ତି। ଏଥିରୁ ନିର୍ଗତ ଦୁଗ୍ଧ ସମସ୍ତ ବେଦର…

ସୁନ୍ଦରଗଡ଼ ଜିଲ୍ଲାରେ ଗର୍ଭବତୀ ମା’ଙ୍କୁ ସହାୟ ହେଉଛି ‘ମାତୃଜ୍ୟୋତି’, କମୁଛି ପ୍ରସବଜନିତ ମାତୃ ମୃତ୍ୟୁ ସଂଖ୍ୟା

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ମୃତ୍ୟୁହାର ହ୍ରାସ କରିବା କ୍ଷେତ୍ରରେ ‘ମାତୃଜ୍ୟୋତି’ କାର୍ଯ୍ୟକ୍ରମ ବିଶେଷ ଭୂମିକା ନେବାକୁ ଯାଉଛି। ୨୦୨୦ ନଭେମ୍ବର ମାସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଲାଗୁ ହେବା ପରେ ମାତୃ ମୃତ୍ୟୁ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି।…