ପ୍ରିୟଙ୍କା ହତ୍ୟା ମାମଲା : ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ହସପିଟାଲରୁ ଡିସଚାର୍ଜ, ପୋଲିସ କରିବ ଜେରା

ଭୁବନେଶ୍ୱର- ଭୁବନେଶ୍ୱର ଭୀମଟାଙ୍ଗୀ ହାଉସିଂ ବୋର୍ଡରେ ପ୍ରିୟଙ୍କା ସାହୁ ଓରଫ ପିଙ୍କି ହତ୍ୟା ଘଟଣାରେ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନ ଏମସରୁ ଡିସଚାର୍ଜ ହୋଇଛନ୍ତି । ତାଙ୍କୁ ଏହି ମାମଲାରେ ପୋଲିସ ଅଧିକ ଜେରା କରିବ । ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରିବ ପୋଲିସ । ଗତ ୫ ତାରିଖରେ ବିବାହିତା…

ଶ୍ରୀବଳଭଦ୍ରଙ୍କ ରଥରେ ଚଢି ଫଟୋ ସେଲଫି ନେଇଥିବା ଦୁଇ ଯୁବକଙ୍କ ଫଟୋ ଭାଇରାଲ୍

ପୁରୀ- ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଚଢି ଦୁଇ ଯୁବକ ସେଲଫି ନେଇଥିବା ଫଟୋ ଭାଇରାଲ୍ ହୋଇଛି । ବଳଭଦ୍ରଙ୍କ ସିଂହାସନ ନିକଟରେ ବସି ଦୁଇ ଯୁବକ ଫଟୋ ନେଇଛନ୍ତି । ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ଉଠାଇଛନ୍ତି । ଏମାନେ ସେବାୟତ ତା ଆଉ କିଏ , ତାହା ଜଣା ପଡିନାହିଁ । ଘଟଣାର ଖୋଳତାଡ ଚାଲିଛି ।

ରାଜ୍ୟରେ ଆଉ ୬୯ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟ ସରକାରଙ୍କ ସଂଗୃହୀତ ତଥ୍ୟ ଅନୁସାରେ ଆଉ ୬୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ହଜାର ୨୪୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧାରୁ ସର୍ବାଧିକ ୨୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୧୦, ବରଗଡରୁ ୭,…

କରୋନା ଅପଡେଟ୍: ମାସକ ପରେ ସର୍ବାଧିକ ମୃତ୍ୟୁ, ଦିନକରେ ୩୯୯୮ ଜଣଙ୍କ ମୃତ୍ୟୁ, ଆଉ ୪୨,୦୧୫ ନୂଆ ମାମଲା

ନୂଆଦିଲ୍ଲୀ: ୧୨୫ ଦିନ ପରେ ଦେଶରେ ଗତକାଲି ସର୍ବନିମ୍ନ (୩୦,୦୯୩) କରୋନା ମାମଲା ରିପୋର୍ଟ ହେବାପରେ ଆଜି ପୁଣି ଏହି ସଂଖ୍ୟା ୪୦ ହଜାର ଟପିଛି। ମାସକ ପରେ ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୪୨,୦୧୫…

ଆମେରିକୀୟ ଅଧ୍ୟୟନରେ ଦାବି, ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧୦ ଗୁଣ ଅଧିକ

ନୂଆଦିଲ୍ଲୀ: କରୋନାର ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କାରେ ଥିବା ଭାରତ ଦ୍ୱିତୀୟ ଲହରୀର ଭୟଙ୍କର ରୂପ ଦେଖିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ଏହି ମହାମାରୀରେ ଏଯାବତ୍ ଚାରି ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଛି । କିନ୍ତୁ ଆମେରିକୀୟ ଅଧ୍ୟୟନରେ ଏହାଠାରୁ ୧୦ ଗୁଣ ମୃତ୍ୟୁ ହୋଇଥିବା…

ଆଜି ଚାରି ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର- ଆଜି ରାଜ୍ୟରେ ଚାରି ଜିଲ୍ଲାରେ କୋଭିଡ ଟିକାକରଣ ବନ୍ଦ ରହିଛି । ବାଲେଶ୍ୱର, ପୁରୀ, ସୋନପୁର ଓ କୋରାପୁଟରେ ବନ୍ଦ ରହିିଛି ଟିକାକରଣ । ରାଜ୍ୟରେ ଆଜି ୭୫୮ କେନ୍ଦ୍ରରେ ଟିକାକରଣ ହେଉଛି । ରାଜ୍ୟରେ ଗର୍ଭବତୀଙ୍କୁ କୋଭିଡ ଟିକାକରଣ ଜାରି ରହିଛି । ମଙ୍ଗଳବାର ୨ ହଜାର ୫୬୬…

ରାଜ୍ୟରେ ପୁଣି ଦୁଇ ହଜାରରୁ ତଳେ ଦୈନିକ ସଂକ୍ରମଣ, ୧୯୨୭ ନୂଆ ପଜିଟିଭ, ଉପକୂଳରୁ ହିଁ ଅର୍ଦ୍ଧାଧିକ ମାମଲା

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ଦୁଇ ହଜାରରୁ ତଳକୁ ଖସିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧ ହଜାର ୯୨୭ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୧୧୫ ଓ ସ୍ଥାନୀୟ ଅଂଚଳରୁ ୮୧୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୮ ଓ…

ଅଲିମ୍ପିକ୍ସ ୧୯୦୦ରୁ ୧୯୪୮ : ଏକ ଦୃଷ୍ଟିପାତ

ବିଜନ କୁମାର ମହାପାତ୍ର ଫ୍ରାନ୍ସ ଶିକ୍ଷାବିତ ଓ କ୍ରୀଡାପ୍ରେମୀ ବାରୋଁ ପିୟର ଡି କୁବୋର୍ଟିନଙ୍କ  ଅକ୍ଲାନ୍ତ ଉଦ୍ୟମ ପରେ ଅଲିମ୍ପିକ କ୍ରୀଡାର ପୁନରୁଦ୍ଧାର ହୋଇଥିଲା । ୧୮୯୬ରେ ଗ୍ରୀସ ରାଜଧାନୀ ଏଥେନସରେ ଆୟୋଜିତ ହୋଇଥିଲା ଆଧୁନିକ ଅଲିମ୍ପିକ କ୍ରୀଡାର ପ୍ରଥମ ସଂସ୍କରଣ । ଏଥିସହ ବିଶ୍ୱକ୍ରୀଡା…