୧୦ରୁ ୧୫ ଦିନ ମଧ୍ୟରେ କୋଭିଡ ବଳକା ମୃତ୍ୟୁର ଅଡିଟ୍ ସରିବ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ରୁ ୧୫ ଦିନ ମଧ୍ୟରେ କୋଭିଡଜନିତ ବଳକା ମୃତ୍ୟୁ ସଂଖ୍ୟାର ଅଡିଟ୍ ସରିବ । ଏବେ କୋରୋନା ମୃତ୍ୟୁର ଅଡିଟ ପରେ ତଥ୍ୟ ପ୍ରଦାନ କରାଯାଉଛି । ସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ୍ ରିପୋର୍ଟ ଦିଆଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟରେ ଆଉ…

ପେଗାସସ୍ ମାମଲାରେ ସଂସଦରେ ଆଲୋଚନା ଦାବିରେ ଏକାଠି ହେଲେ ୧୪ ବିରୋଧୀ ଦଳ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀ, ଦରବୃଦ୍ଧି ଏବଂ କୃଷି ଆଇନ ପ୍ରସଙ୍ଗରେ ସଂସଦରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି । ଇତିମଧ୍ୟରେ ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ମାମଲାରେ ୧୪ଟି ବିରୋଧୀ ଦଳ ଏକାଠି ହୋଇଛନ୍ତି । ଆଜି ବିରୋଧୀ ଦଳଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା…

ଭାରତରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦୁଇ ଦିନିଆ ଗସ୍ତରେ ଭାରତରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ଆଣ୍ଟୋନି ବ୍ଲିଙ୍କେନ୍ କିଛି ସମୟ ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିଛନ୍ତି। ଏଥି ସହିତ ବ୍ଲିଙ୍କେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବାସବରାଜ ବୋମାଇ

ବେଙ୍ଗଳୁରୁ – ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନରେ ରାଜ୍ୟପାଳ ଥୱର ଚାନ୍ଦ ଗେହଲଟ, ବୋମାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ବି.ଏସ ୟେଦିୟୁରପ୍ପାଙ୍କ ଇସ୍ତଫା ପରେ ରାଜ୍ୟରେ ବିଜେପି ସରକାରର…