ହୀରାକୁଦ ଜଳଭଣ୍ଡାରରେ ଖୁବ୍ ଶୀଘ୍ର କ୍ରୁଜ୍ ବୋଟି, ଇକୋ ଟୁରିଜିମର ହେବ ବିକାଶ

ସମ୍ବଲପୁର – ହୀରାକୁଦ ଜଳଭଣ୍ଡାରରେ ଖୁବ୍ ଶୀଘ୍ର ଆରମ୍ଭ ହେବ କ୍ରୁଜ୍ ବୋଟିଂ । ଜଳଭଣ୍ଡାରରେ ଇକୋ ଟୁରିଜିମ ସହ ଟାପୁରେ ହୋଟେଲ ବ୍ୟବସ୍ଥା ବି କରାଯିବ । ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ପରିବେଶ…

୪ ହଜାରରୁ ଅଧିକ ପଡା ହେବା ନୂଆ ରାଜସ୍ୱ ଗାଁ, ନିୟମାବଳୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର- ରାଜ୍ୟର ୪ ହଜାରରୁ ଅଧିକ ପଡା ହେବ ନୂଆ ରାଜସ୍ୱ ଗାଁ । ରାଜସ୍ୱ ଗ୍ରାମ ସୃଷ୍ଟି ପାଇଁ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସବୁ ଜିଲ୍ଲାପାଳଙ୍କୁ ଏ ନେଇ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଚିଠି ଲେଖିଛନ୍ତି । ରାଜସ୍ୱ ଗାଁଠାରୁ ଅଧ…

ବ୍ୟାଙ୍କ୍ ଦେବାଳିଆ ହେଲେ ଜମାକାରୀଙ୍କୁ ୯୦ ଦିନରେ ମିଳିବ ୫ ଲକ୍ଷ ଟଙ୍କା ବୀମା ସୁରକ୍ଷା, ଡିସିଆଇସିସି ଆଇନରେ ସଂଶୋଧନ…

ନୂଆଦିଲ୍ଲୀ: ବ୍ୟାଙ୍କ୍ ଦେବାଳିଆ ହେବା ସ୍ଥିତିରେ ଆକାଉଣ୍ଟଧାରୀମାନଙ୍କୁ ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବାକୁ ଡିପୋଜିଟ ଇନସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ (ଡିଆଇସିଜିସି), ୧୯୬୧ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ର…

ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର; ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନରେ ପୁଣି ୪ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ଗତକାଲି ଠାରୁ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିଲା । ସେପଟେ ଉପରମୁଣ୍ଡରୁ ଆସୁଥିବା ପାଣି ବି କମିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା…

ସାମ୍ପ୍ରତିକ ସମୟ ଜରୁରୀକାଳୀନ ସ୍ଥିତି ଠାରୁ ବି ଗମ୍ଭୀର: ମମତା

ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପେଗାସସ୍ ବିବାଦ ନେଇ କେନ୍ଦ୍ର ସରକାରଙ୍କୁ ପୁଣି ଥରେ ଆକ୍ରମଣ କରିଛନ୍ତି। ମମତା ବାନାର୍ଜୀ କହିଛନ୍ତି ଯେ ସାମ୍ପ୍ରତିକ ସମୟ ଜରୁରୀକାଳୀନ ସ୍ଥିତି ଅପେକ୍ଷା ଆହୁରି ଗମ୍ଭୀର। ମମତା ବାନାର୍ଜୀ ଦିଲ୍ଲୀରେ ଅଛନ୍ତି…

ପେଗାସସ୍ କେଳେଙ୍କେରୀ ନେଇ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ମୁଲତବୀ, ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିବା ସାଂସଦ…

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ, ଦରବୃଦ୍ଧି ଏବଂ କୃଷି ଆଇନ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଲୋକସଭାରେ ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଛନ୍ତି ଏବଂ 'ଖେଲୋ ହୋବେ' ସ୍ଲୋଗାନ ଦେଇଛନ୍ତି। ଏହି କାରଣରୁ ଗୃହକାର୍ଯ୍ୟ ପ୍ରଥମେ ଅପରାହ୍ନ ୧୨:୩୦…