କେରଳରେ କରୋନା ସଂକ୍ରମଣ ପୁଣି ଉପରମୁହାଁ, ଉଚ୍ଚସ୍ତରୀୟ ଟିମ୍ ପଠାଇଲା କେନ୍ଦ୍ର
ନୂଆଦିଲ୍ଲୀ: ଦୈନିକ କରୋନା ମାମଲାରେ କ୍ରମାଗତ ବୃଦ୍ଧି ପରେ କେରଳ ଏହି ସପ୍ତାହରୁ ସପ୍ତାହାନ୍ତ ଲକଡାଉନ୍ ବଢାଇବାକୁ ନିଷ୍ପତ୍ତି ନେଇଛି | ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରରୁ ଏକ ୬ ଜଣିଆ ଉଚ୍ଚସ୍ତରୀୟ ଟିମ୍ କେରଳ ପଠାଇଛନ୍ତି।…