ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍ପସ ଏମ୍‌ଡି, ଚଢାଉ ବେଳେ ମିଳିଲା ୨ ଲକ୍ଷରୁ ଅଧିକ ଟଙ୍କା, ୪ଟି ଚାରିଚକିଆ ଯାନ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ଅଧିକାରୀ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଜମନକିରା ଅଫିସ, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିିଛି । ଫଣୀନ୍ଦ୍ରଙ୍କ ସମ୍ବଲପୁର…

୩୦ଟି ଦେଶରେ ପହଞ୍ଚିଲା ଓମିକ୍ରନ୍, ଦକ୍ଷିଣ ଆଫ୍ରିକାରେ ଲାଗିଲା ଲକଡାଉନ୍

ଜୋହାନ୍ସବର୍ଗ: ଭାରତରେ ରିପୋର୍ଟ ହୋଇଥିବା ଦୁଇଟି ନୂଆ ମାମଲା ସମେତ ୩୦ ଟି ଦେଶରେ ଏଯାବତ୍ ୩୮୨ ଟି ନୂଆ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି | ଯେଉଁ ଦେଶଗୁଡ଼ିକରେ ଓମିକ୍ରନ୍ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ୧୮୩ ଟି ମାମଲା ରେକର୍ଡ କରାଯାଇଛି। କୋଭିଡର ଏହି…