ହୀରାକୁଦର ଆଉ ୪ ଗେଟ୍ ଖୋଲିଲା, ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ସମ୍ବଲପୁର; ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟାହ୍ନରେ ପୁଣି ୪ ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୪ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ଗତକାଲି ଠାରୁ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଥିଲା । ସେପଟେ ଉପରମୁଣ୍ଡରୁ ଆସୁଥିବା ପାଣି ବି କମିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା…