ନବୀନଙ୍କ ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ - କୋଭିଡ ସ୍ଥିତି ନେଇ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ କୋଭିଡ…

କାଉଡିଆ଼ ଯାତ୍ରା ଉପରେ ପୁନର୍ବିଚାର କରିବାକୁ ଉତ୍ତର ପ୍ରଦେଶକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କାଉଡ଼ିଆ ଯାତ୍ରାକୁ ଅନୁମତି ଦେବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଉତ୍ତର ପ୍ରଦେଶକୁ ସୋମବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୃତୀୟ ଲହରୀ…

ଆଇସିଏମ୍‌ଆର୍‌ର ଚେତାବନୀ, ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହରୀ

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରୀ ଆସନ୍ନ ବୋଲି ଚେତାବନୀ ଦେଇଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର) । ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହରୀ ଆସିବା ସମ୍ଭାବନା ରହିଛି ବୋଲି ଦେଶର ଏହି ସର୍ବୋଚ୍ଚ ଭେଷଜ ସଂସ୍ଥା ଚେତାଇଛି । ତେବେ ଦ୍ୱିତୀୟ ଲହରୀ ତୁଳନାରେ ତୃତୀୟ ଲହରୀର…

ଭିଜିଲାନ୍ସ ହାବୁଡରେ ପେକ୍ସ ସଂପାଦକ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ସୋନପୁର ଜିଲ୍ଲାର ତରଭା ବ୍ଲକ ଡବୁଲା ପେକ୍ସ ସଂପାଦକ ।ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପେକ୍ସ ସଂପାଦକ ମସୁଦ ମହମ୍ମଦଙ୍କ ଘରେ ଚଢଉ କରିଛି। ଭିଜିଲାନ୍ସ ପକ୍ଷରୁ ବଲାଙ୍ଗିର ସାଲେପାଲିଠାରେ ଥିବା ଘର ଏବଂ ଡୁବୁଲା ପେକ୍ସ ଅଫିସରେ ଏକକାଳୀନ ଚଢଉ…

କରୋନାର ନୂଆ ହଟସ୍ପଟ୍ ପାଲଟିଛି ଇଣ୍ଡୋନେସିଆ, ରେକର୍ଡ ଭାଙ୍ଗୁଛି ଦୈନିକ ସଂକ୍ରମଣ

ଜାକର୍ତ୍ତା: ଇଣ୍ଡୋନେସିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଭାରତରେ କରୋନାର ଦ୍ୱିତୀୟ ଲହରୀ ‌ ସମୟରେ ଯେଭଳି ସ୍ଥିତି ଥିଲା, ଇଣ୍ଡୋନେସିଆରେ ବି ଏବେ ସେହିପରି ଅବସ୍ଥା ଦେଖାଦେଇଛି | ବୁଧବାର ଇଣ୍ଡୋନେସିଆରେ ୫୪,୫୧୭ ନୂଆ କୋଭିଡ୍ ମାମଲା ରିପୋର୍ଟ ହୋଇଛି। ଇଣ୍ଡୋନେସିଆରେ…

ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ

ମୁମ୍ବାଇ: ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଶୁକ୍ରବାର ସକାଳେ ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା…

ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀର ଅପରେସନ କ୍ଲିନ୍ ଜାରି, ଆଉ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: କାଶ୍ମୀରରେ ଆତଙ୍କବାଦ ବିରୋଧରେ ସୁରକ୍ଷା ବାହିନୀର ଅପରେସନ୍ କ୍ଲିନ୍ ଜାରି ରହିଛି। ବିଳମ୍ବିତ ରାତିରୁ ଶ୍ରୀନଗରର ସୋରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ…

ରାଜ୍ୟରେ ଆଉ ୬୪ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ ଆଉ ୬୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨ ଜଣଙ୍କ କୋରେନାରେ ମୃତ୍ୟୁ ହୋଇଛି । ବରଗଡରୁ ୧୦, ବାଲେଶ୍ୱରରୁ ୮, ସୁନ୍ଦରଗଡରୁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ୬, କନ୍ଧମାଳ ଓ ସମ୍ବଲପୁରରେ ୨ ଲେଖାଏଁ…