ରାଜ୍ୟରେ ଲଗାତର ଦ୍ୱିତୀୟ ଦିନରେ ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳେ , ଦିନକରେ ୧୯୩୦ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ । ଲଗାତର ଦ୍ୱିତୀୟ ଦିନ ସଂକ୍ରମଣ ଦୁଇ ହଜାର ତଳେ ରହିଛି । ଦିନକରେ ଚିହ୍ନଟ ହୋଇଛନ୍ତି ୧ ହଜାର ୯୩୦ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୧୧୭ ଓ ସ୍ଥାନୀୟ ଅଂଚଳରୁ ୮୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ଚକ୍ଷୁହୀନଙ୍କୁ ଜୀବନ ସାଥି କଲେ ସନ୍ଧ୍ୟା

ଭଦ୍ରକର ପୁଅ, ବ୍ରହ୍ମପୁରର ଝିଅ। ଜଣଙ୍କର ଚକ୍ଷୁ ନାହିଁ, ଅନ୍ୟ ଜଣଙ୍କର ବିଶେଷ ଧନସମ୍ପତ୍ତି ନାହିଁ। ଜଣେ ଟ୍ରେନ୍‌ରେ ବିଭିନ୍ନ ସାମଗ୍ରୀ ବିକ୍ରିବଟା କରି ପେଟ ପୋଷେ। ଅନ୍ୟ ଜଣକ ବିଭିନ୍ନ ସ୍ବେଛାସେବୀ କାର୍ଯ୍ୟକ୍ରମରେ ନିଜକୁ ସମ୍ପୃକ୍ତ କରି ଆସିଥାଏ। ଏବେ ସେମାନେ ସାଜିଛନ୍ତି ପରସ୍ପରର ଜୀବନ…

ନିଆଁରେ ପୋଡି ହୋଇ ଗଜପତି ଜିଲ୍ଲା ସହକାରୀ ବନ ସଂରକ୍ଷକ ଗୁରୁତର ଆହତ

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ନିଆଁ ଲାଗିଯିବାରୁ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।…

ଆଜି ମହାପ୍ରଭୁଙ୍କ ଆଡପ ମଣ୍ଡପ ବିଜେ, ପୁରୀରେ ୧୪ ତାରିଖ ସକାଳ ୬ ଯାଏ କର୍ଫ୍ୟୁ ବଳବତ୍ତର

ପୁରୀ - ଆଜି ତିନିଠାକୁରଙ୍କ ହେବ ଆଡପ ମଣ୍ଡପ ବିଜେ ନୀତି । ଆଜି ଅପରାହ୍ନରେ ହେବେ ଆଡପ ମଣ୍ଡପ ପହଣ୍ଡି । ଗୋଟି ପହଣ୍ଡିରେ ଯଜ୍ଞବେଦୀକୁ ବିଜେ କରିବେ ମହାପ୍ରଭୁ । ସଂଧ୍ୟାଧୂପ ସରିବା ପରେ ହେବ ପହଣ୍ଡି । ପହଣ୍ଡି ପରେ ସିଂହାସନ ଉପରେ ହେବ ରୁନ୍ଧା ନୀତି । ଆସନ୍ତାକାଲି ସକାଳ ଧୂପ ପରେ…

ଭାରତ-ଶ୍ରୀଲଙ୍କା ଦିନିକିଆ ଓ ଟି-୨୦ ମ୍ୟାଚ୍‌ ଟାଇମିଂ ବଦଳିଲା, ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍

ନୂଆଦିଲ୍ଲୀ: ଜୁଲାଇ ୧୮ରୁ ଆରମ୍ଭ ହେଉଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡରୁ ସବୁଜ ସଙ୍କେତ ମିଳିଛି। ଆଗାମୀ ସିରିଜ୍ ପାଇଁ ଉଭୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସୋମବାର ବିସିସିଆଇ ସୋସିଆଲ ମିଡିଆରେ ଟିମ୍ ଇଣ୍ଡିଆର ଅଭ୍ୟାସର ଏକ ଭିଡିଓ…

ହିମାଚଳ ପ୍ରଦେଶରେ ବାଦଲ୍ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି

ଶିମଲା: ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା ଯୋଗୁଁ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବାଦଲ ଫାଟିବା ଯୋଗୁଁ ଧର୍ମଶାଳାରେ ଅନେକ ଗାଡି ଭାସିଯିବା ସହ ବହୁ ଘର ଏବଂ ଦୋକାନଗୃହ ମଧ୍ୟ ଭୁଶୁଡି ପଡ଼ିଛି ​​| ଶିମଲା ନିକଟରେ ରାସ୍ତା ଧୋଇ ହୋଇଯିବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।…

ସେପ୍ଟେମ୍ବର ୧୨ରେ ନିଟ୍ ପରୀକ୍ଷା, ଜୁଲାଇ ୧୩ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ମେଡିକାଲ କଲେଜଗୁଡ଼ିକରେ ଅଣ୍ଡର ଗ୍ରାଜୁଏଟ୍ ଆଡମିଶନ ପାଇଁ ନିଟ୍ ପରୀକ୍ଷା ୧୨ ସେପ୍ଟେମ୍ବର ୨୦୨୧ରେ ଅନୁଷ୍ଠିତ ହେବ। ସୋମବାର ସନ୍ଧ୍ୟାରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା ଘୋଷଣା କରିଛନ୍ତି। ତାଙ୍କ କହିବାନୁସାରେ, ଦେଶର ସମସ୍ତ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ…

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତଙ୍କ ସହ ମିଶି ଗାଇଲେ…

ପୁରୀ- କୋରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ନୀତିକାନ୍ତି ବିନା ବାଧାବିଘ୍ନରେ ସୁରୁଖୁରୁରେ ହୋଇଛି ଓ…