ରାଜ୍ୟରେ ଆଉ ୬୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ କୋରୋନା ଜନିତ ମୃତ୍ୟୁସଂଖ୍ୟା ୪ ହଜାର ୬୬୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୧୩, ବରଗଡରୁ ୭, ମୟୂରଭଞ୍ଜରୁ ୬, ଗଞ୍ଜାମ ଓ ପୁରୀରୁ ୫ ଜଣେ…

ଇଂଲଣ୍ଡର ସ୍ୱପ୍ନ ଧୂଳିସାତ, ଇଟାଲୀ ଜିତିଲା ୟୁରୋକପ୍ ଟାଇଟଲ

ଲଣ୍ଡନ- ଦୀର୍ଘ ୫୫ ବର୍ଷ ପରେ ପ୍ରଥମ ପ୍ରମୁଖ ଆନ୍ତର୍ଜାତିକ ଫୁଟବଲ୍ ଟୁର୍ଣ୍ଣାମେଂଟ ଜିତିବା ପାଇଁ ଇଂଲଣ୍ଡର ସ୍ୱପ୍ମ ଧୂଳିସାତ ହୋଇଛି । ପୁଣି ଥରେ ଇଂଲଣ୍ଡ ପାଇଁ ଯନ୍ତ୍ରଣାଦାୟକ ହୋଇଛି ପେନାଲଟି ସୁଟ୍ ଆଉଟ୍ । ପେନାଲଟି ସୁଟଆଉଟରେ ଇଂଲଣ୍ଡକୁ ୩-୨ ଗୋଲରେ ହରାଇ ୟୁରୋପର ନୂଆ ଚାମ୍ପିଅନ ହୋଇଛି…

ରଥଯାତ୍ରା ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଶୁଭେଚ୍ଛା

ଭୁବନେଶ୍ୱର - ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ନିଜ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ମାନବିକତାର ଉତ୍ତରଣ ଓ ଅଧ୍ୟାତ୍ମ ଅନ୍ୱେଷଣର ମାର୍ଗ ରହିଛି । ସମାଜରେ ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ଶୁଭେଚ୍ଛା

ଭୁବନେଶ୍ୱର - ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଂକଟ ଶୀଘ୍ର ଦୂର ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ…

ଦୁଇ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ଦିନକରେ ୧,୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ମାତ୍ର ୧ ହଜାର ୯୯୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଂଚଳରୁ ୮୩୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ…

President, PM Greet People on Rath Yatra

New Delhi: President Ram Nath Kovind and Prime Minister Narendra Modi have extended their greetings to the people of the country on the auspicious occasion of Rath Yatra today. भगवान जगन्नाथ की रथ यात्रा के शुभ अवसर पर सभी देशवासियों,…