ଜୁଲାଇ ୧୫ ପରେ ରାଜ୍ୟରେ ଗର୍ଭବତୀଙ୍କୁ ଦିଆଯିବ କୋଭିଡ ଟିକା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ନେଇ ଗୁୁରୁତ୍ୱପୂର୍ଣ୍ଣ ଘୋଷଣା । ଖୁବ୍ ଶୀଘ୍ର ଗର୍ଭବତୀମାନଙ୍କୁ ଟିକା ଦିଆଯିବ । ଯେଉଁ ଜିଲ୍ଲାରେ ଯେଉଁ କୋଭିଡ ଟିକା ଦିଆଯାଉଛି, ସେହି ଟିକା ଗର୍ଭବତୀଙ୍କୁ ଦିଆଯିବ । ଆଜି ଏ ନେଇ ଗାଇଡଲାଇନ ଜାରି କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ…

ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ପାରମ୍ପରିକ ସଂଗୀତ ଗାୟକ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ଆଜି ଜୟନ୍ତୀ । ହରଚିନ୍ଦନଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶୀ ଛାନ୍ଦ, ଚମ୍ପୁ, ଭଜନ ଓ ଜଣାଣ ଗାଇବାରେ ହରିଚନ୍ଦନ ଥିଲେ ଧୁରୀଣ । ଓଡିଶୀ ସଂଗୀତ…

ପୁରୀ : ଆଜି ରୋଚକ କଥାରେ ରଥରେ ଚିତ୍ରକାର ଓ ରୂପକାର ସେବା

ପବିତ୍ର ଘୋଷ ଯାତ୍ରା ବା ରଥଯାତ୍ରାକୁ ସୁନ୍ଦର ତଥା ଶୃଙ୍ଖଳିତ କରିବା ପାଇଁ ଅନେକ ସେବାୟତ ନିଜ ନିଜର ସେବାକାର୍ଯ୍ୟ ପ୍ରଦାନ କରିଥାନ୍ତି। ସେମାନଙ୍କ ମଧ୍ୟରୁ ଚିତ୍ରକାର ଓ ରୂପକାର ସେବା ଅନ୍ୟତମ। ଶ୍ରୀମନ୍ଦିର ଛତିଶା ନିଯୋଗ ଅନ୍ତର୍ଭୁକ୍ତ ଏହିସେବା। ଚିତ୍ରକାର ଦତ୍ତ ମହାପାତ୍ର ମାନେ…

ବୌଦ୍ଧରେ ଆର୍ଶିବାଦ ଯୋଜନା ନେଇ ସମୀକ୍ଷା, ୫୩୦ ଅନାଥ ଶିଶୁ ଚିହ୍ନଟ

ବୌଦ୍ଧ : ସରକାରଙ୍କ ଆର୍ଶୀବାଦ ଯୋଜନା ପାଇଁ ବ୍ୟାପକ ସଚେତନତା କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି । ଗୁରୁବାର ଏନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଏନେଇ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।…

ପୁରୀ: ଆଜି ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଓ ଚକା ଅପସରା ନୀତି

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ। ଦୀର୍ଘ ପନ୍ଦର ଦିନର ଅନବସର ପରେ ଆଜି ମିଳିବ ଶ୍ରୀମୁଖ ଦର୍ଶନ। ଆଷାଢ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଦତ୍ତ ମହାପାତ୍ର ସେବକଙ୍କ ଦ୍ଵାରା ଚତୁର୍ଦ୍ଧା ବିଗ୍ରହଙ୍କ ବନକ ଲାଗି ନୀତି ଶେଷ ହୋଇଥିଲା। ଅର୍ଥାତ ଶ୍ରୀମୁଖ ଶୃଙ୍ଗାର କରାଯାଇଥିଲା। ବନକ…

ରଥଯାତ୍ରା ପାଇଁ ପୁରୀରେ ୧୧ରୁ ତିନିଦିନିଆ କର୍ଫ୍ୟୁ, ସହରବାସୀଙ୍କ ଆଶ୍ୱସ୍ତି ପାଇଁ ଶନିବାର ସଟଡାଉନ ହେବ ନାହିଁ

ପୁରୀ – କୋରୋନା ସଂକ୍ରମଣ ଯୋଗୁଁ ଏଥର ମଧ୍ୟ ରଥଯାତ୍ରା ବିନା ଭକ୍ତରେ ହେବ । ରଥଯାତ୍ରା ପାଇଁ ପୁରୀ ସହରରେ ତିନିଦିନିଆ କର୍ଫ୍ୟୁ ଜାରି କରାଯିବ । ଏହିମାସ ୧୨ ତାରିଖରେ ରଥଯାତ୍ରା । ୧୧ ତାରିଖ ରାତି ୮ଟାରୁ ପୁରୀରେ ୧୪୪ ଧାରା ଜାରି କରାଯିବ । ଲୋକଙ୍କ ଚଳପ୍ରଚଳ ଉପରେ ରୋକ୍ ଲାଗିବ । ପୁରୀ…