ଉଦନ୍ତୀ ନଦୀରେ ହେବ ବୃହତ ଚେକଡ୍ୟାମ: ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଧିବଦ୍ଧ ଘୋଷଣା

ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳର ଚାଷୀଙ୍କ ଦୀର୍ଘ ଦଶନ୍ଧିର ଦୁଃଖ ଦୂର ହେବ । ଉଦନ୍ତୀ ନଦୀରେ ଏକ ବୃହତ ଚେକ୍ ଡାମ୍ ନିର୍ମାଣ ହେବ । ଏଥିପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଏହାର ବିଧିବଦ୍ଧ ଭାବେ ଘୋଷଣା କରିବା ସହିତ ଚାଷୀଙ୍କ ସହ ଭାବ ବିନିମୟ କରିବେ ।…

ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ମେରୀକମ ଓ ମନପ୍ରୀତ ହେବେ ଭାରତର ଧ୍ବଜା ବାହକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ୬ ଥର ବିଶ୍ୱ ଚାମ୍ପିୟନ ବକ୍ସର ମେରୀକମ ଏବଂ ପୁରୁଷ ହକି ଦଳର ଅଧିନାୟକ ମନପ୍ରୀତ ସିଂ ଭାରତର ଧ୍ବଜା ବାହକ ହେବେ। ଏନେଇ ଭରତୀୟ ଅଲିମ୍ପିକ୍ ସଂଘ (ଆଇଓଏ) ସୋମବାର ସୂଚନା ଦେଇଛି। ରେସଲର ବଜରଙ୍ଗ ପୁନିଆ ଉଦଯାପନୀ ଉତ୍ସବରେ ତ୍ରିରଙ୍ଗା…

ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା-୨୦୨୨ ପାଇଁ ନୂଆ ମୂଲ୍ୟାଙ୍କନ ଯୋଜନା ଘୋଷଣା କଲା ସିବିଏସ୍ଇ, ଦୁଇଥର ହେବ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୧-୨୨ ଶିକ୍ଷାବର୍ଷରେ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ସିବିଏସ୍ଇ ଏକ ନୂଆ ମୂଲ୍ୟାଙ୍କନ ଯୋଜନା ଘୋଷଣା କରିଛି | ସିବିଏସ୍ଇ କହିଛି ଯେ ଶିକ୍ଷା ବର୍ଷକୁ ୫୦-୫୦ ପ୍ରତିଶତ ସିଲାବସ୍ ଅନୁଯାୟୀ ଦୁଇ ଭାଗରେ ବିଭକ୍ତ କରାଯିବ। ପ୍ରଥମ ଟର୍ମ ପରୀକ୍ଷା ନଭେମ୍ବର-ଡିସେମ୍ବରରେ…

କାଲିଠାରୁ ୪୩ଟି ରୁଟରେ ଚାଲିବ ଓଏସଆରଟିସି ବସ୍

ଭୁବନେଶ୍ୱର- ମଙ୍ଗଳବାରଠାରୁ ରାଜ୍ୟର ୪୩ଟି ରୁଟରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସ୍ ଚାଲିବ । ନିଗମର ୧୬ଟି ଡିପୋରୁ ଚଳାଚଳ କରିବ ଓଏସଆରଟିସି ବସ୍ । କେବଳ କ୍ୟାଟୋଗୋରୀ –ଏରେ ଥିବା ଜିଲ୍ଲାଗୁଡିକରେ ବସିବା କ୍ଷମଚା ସହ ନିଗମର ବସ୍ ଚାଲିବ । କୌଣସି ଯାତ୍ରୀଙ୍କୁ ଛିଡା ହୋଇ ଯାତ୍ରା…

ଦିନକରେ ରାଜ୍ୟରେ ରେକର୍ଡ ଟିକାକରଣ, ୪ ଲକ୍ଷରୁ ଅଧିକ ଲୋକଙ୍କୁ ଦିଆଗଲା କୋଭିଡ ଟିକା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଓଡିଶାରେ ନୂଆ ରେକର୍ଡ । ଗୋଟିଏ ଦିନରେ ସର୍ବାଧିକ ଲୋକଙ୍କୁ ଟିକା ଦିଆଯିବାରେ ରେକର୍ଡ କରିଛି ଓଡିଶା । ଆଜି ଦିନକରେ ୪ ଲକ୍ଷ ଟପିଛି କୋଭିଡ ଟିକାକରଣ । ୧୭୩୫ କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାଦାନ ହୋଇଛି । ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ସେବା…

ପ୍ରଦର୍ଶନ କାର୍ଯ୍ୟକ୍ରମରେ ଚାଷୀଙ୍କୁ କୃଷି ସାମଗ୍ରୀ ବଦଳରେ ଡିବିଟି ମାଧ୍ୟମରେ ଅର୍ଥ ସହାୟତା ଦିଆଯିବ

ଭୁବନେଶ୍ୱର: ହିତାଧିକାରୀ ଚାଷୀମାନଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଦର୍ଶନ ଯୋଜନାରେ ଅଣୁସାର , କୀଟନାଶକ ଔଷଧ , ତୃଣନାଶକ ପଦାର୍ଥ ଆଦି ପ୍ରଦାନ କରାନଯାଇ ଡିବିଟି ମାଧ୍ୟମରେ ଏହାର ଅର୍ଥରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଯିବ । ଏହା ଦ୍ଵାରା…