ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ପୂରଣ ଆଜିଠାରୁ , ଦେବାକୁ ପଡିବ ନାହିଁ ଫି’

ଭୁବନେଶ୍ୱର- ଆଜିଠାରୁ ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା ପାଇଁ ଅନଲାଇନ ଫର୍ମ ପୂରଣ ଆରମ୍ଭ ହୋଇଛି । ପରୀକ୍ଷାଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଏହା ଉଦ୍ଦିଷ୍ଟ । ଏଥିପାଇଁ କୌଣସି ଫି ଦେବାକୁ ପଡିବ ନାହିଁ । ଆସନ୍ତା ୧୪ ତାରିଖ ଫର୍ମ ପୂରଣର ଶେଷ ଦିନ ରହିଛି । ପରୀକ୍ଷା ଜୁଲାଇ ୩୦ରୁ ଅଗଷ୍ଟ ୫…

ରାଜ୍ୟରେ କୋରୋନା ଗ୍ରାଫ୍ ନିମ୍ନଗାମୀ, ଲଗାତର ତୃତୀୟ ଦିନରେ ଦୈନିକ ସଂକ୍ରମଣ ୩ ହଜାର ତଳେ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ଖସିବାରେ ଲାଗିଛି । ଲଗାତର ତୃତୀୟ ଦିନ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ତିନି ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୮୦୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୫୯୭ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୨୦୬ ଚିହ୍ନଟ…

ରାଜ୍ୟରେ ଆସନ୍ତା ୮ ଯାଏଁ ବର୍ଷା ପୂର୍ବାନୁମାନ, ଆଜି ୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର – ରାଜ୍ୟର ୭ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜିଠାରୁ ୮ ତାରିଖ ଯାଏଁ ରାଜ୍ୟରେ ବର୍ଷା…

ରାଜ୍ୟର ୧୭୩୦ କେନ୍ଦ୍ରରେ ଆଜି ଟିକାକରଣ, ଗଞ୍ଜାମ ଜିଲ୍ଲାରେ ମିଳିବ କୋଭାକ୍ସିନ

ଭୁବନେଶ୍ୱର- ଆଜି ରାଜ୍ୟରେ ୧ ହଜାର ୭୩୦ କେନ୍ଦ୍ରରେ କୋଭିଡ ଟିକାକରଣ ହେବ । ରାଜ୍ୟରେ ୩ ଲକ୍ଷ ୯୧ ହଜାର ୫୪୦ କୋଭାକ୍ସିନ ଟିକା ମହଜୁଦ ରହିଛି । ୯ ଲକ୍ଷ ୫୨ ହଜାର ୮୨୦ କୋଭିଶିଲଡ ଟିକା ମହଜୁଦ ରହିଛି । ଆଜିଠାରୁ ଭୁବନେଶ୍ୱରରେ ବିନା ବୁକିଂରେ ଟିକା ମିଳିବ । ଗଞ୍ଜାମ ଜିଲ୍ଲାରେ ଆଜିଠାରୁ…

ରାଜ୍ୟରେ ଆଉ ୫୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଥମୁନାହିଁ କୋରୋନା ମୃତ୍ୟୁ । ଗତ ୨୪ ଘଣ୍ଟାରେ ଆଉ ୫୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୨୪୮କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ପ୍ରାଣ ହରାଇଛନ୍ତି । କଳାହାଣ୍ଡି, ବରଗଡ, ପୁରୀ, ସୁନ୍‌ଗରଗଡ ଓ…

ପୁରୀ: ଶ୍ରୀମନ୍ଦିରରେ ଖଳିଲାଗି – ଅଣସର ଏକାଦଶୀ

ଆଷାଢ଼ କୃଷ୍ଣ ଏକାଦଶୀ। ଶାସ୍ତ୍ରରେ ଏହି ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଇଛି। ଶ୍ରୀମନ୍ଦିର ବିଧି ବ୍ୟବସ୍ଥା ଅନୁସାରେ ଏହି ଏକାଦଶୀକୁ ସ୍ଥାନୀୟ ଭାଷାରେ ଅଣସର ଏକାଦଶୀ ବା ଖଳି ଲାଗି ଏକାଦଶୀ କୁହାଯାଏ। ଏହିଦିନ ଶ୍ରୀଜୀଉ ମାନଙ୍କ ଶ୍ରୀଅଙ୍ଗରେ ସୁବାସିତ ଦ୍ରବ୍ୟ ଲେପନ କରାଯାଏ। ଚନ୍ଦନ,…

ପୁରୀ: ଶ୍ରୀମନ୍ଦିରର ଛତିଶା ନିଯୋଗ

ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କଲାପରେ ଚତୁର୍ଦ୍ଧା ବିଗ୍ରହଙ୍କ ସେବାପୂଜା ପାଇଁ ବ୍ରହ୍ମାଙ୍କୁ ନିବେଦନ କରିଥିଲେ। ପିତାମହ ବ୍ରହ୍ମାଙ୍କ ନିର୍ଦେଶରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସର୍ବପ୍ରଥମେ ଚତୁର୍ଦ୍ଧା ବିଗ୍ରହଙ୍କ ପାଇଁ ସାତଗୋଟି ସେବାୟତ ନିଯୋଗ ସୃଷ୍ଟିକରି ସେମାନଙ୍କୁ…

Naveen Wishes Speedy Recovery to BJP Leader Bishnu Sethi from COVID-19

Bhubaneswar: Odisha Chief Minister Naveen Patnaik has wished BJP leader and Deputy Leader of the Opposition Bishnu Charan Sethi from COVID-19. ବିରୋଧୀ ଦଳ ଉପନେତା ତଥା ବିଧାୟକ ଶ୍ରୀ ବିଷ୍ଣୁ ଚରଣ ସେଠି କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସିତ ହେଉଥିବା…

ଦିଲ୍ଲୀରେ ଅନଲକ୍‌-୬: ଖୋଲିବ ଷ୍ଟାଡିୟମ୍‌, ସ୍ପୋର୍ଟ୍ସ କମ୍ପେ୍ଲକ୍ସ, ବନ୍ଦ ରହିବ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ

ନୂଆଦିଲ୍ଲୀ: ରାଜଧାନୀ ନଗରୀରେ ରବିବାର ଅନଲକ୍‌-୬ ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି । ବିନା ଦର୍ଶକରେ ଏବେ ଦିଲ୍ଲୀରେ ଷ୍ଟାଡିୟମ୍ ଓ ସ୍ପୋର୍ଟ୍ସ କମ୍ପେ୍ଳକ୍ସ ଖୋଲିବ । ତେବେ ସିନେମା ହଲ୍‌, ମଲ୍ଟିପ୍ଲେକ୍ସ, ଥିଏଟର, କଲ୍ୟାଣ ମଣ୍ଡପ, ଅଡିଟୋରିୟମ ଏବଂ ସ୍କୁଲ-କଲେଜ୍ ଖୋଲିବାକୁ ଅନୁମତି…