ପୋଷଣକୁ ଗୁରୁତ୍ୱ: ବଢିବ ମହିଳାଙ୍କ ଆୟ

ମିଶନଶକ୍ତି ବିଭାଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ଭୁବନେଶ୍ୱର: ରାଜ୍ୟରେ ମହିଳାମାନଙ୍କୁ କିଭଳି ଅଧିକ ସ୍ୱାବଲମ୍ବୀ କରାଯାଇ ପାରିବ ଏବଂ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ହୋଇପାରିବ ତାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ…

ପୁରୀ : ଦଇତାପତିଙ୍କ ଶ୍ରୀମନ୍ଦିର ପ୍ରବେଶ

ଜ୍ୟେଷ୍ଠଶୁକ୍ଳ ପୂର୍ଣ୍ଣିମା ଠାରୁ ଆଷାଢ଼ଶୁକ୍ଳ ଚତୁର୍ଦଶୀ ପର୍ଯ୍ୟନ୍ତ ଅର୍ଥାତ ସ୍ନାନପୁର୍ଣ୍ଣିମା ଠାରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସ୍ଵତନ୍ତ୍ର ସେବା କରିଥାନ୍ତି ଦଇତାପତି ସେବକମାନେ। ଏହି ସମୟରେ ସେମାନେ ମୁଖ୍ୟତଃ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷାରେ ରହିଥାନ୍ତି। ଚଳିତବର୍ଷ…

ଏଲୋପାଥି ବନାମ ଆୟୁର୍ବେଦ: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ରାମଦେବ

ନୂଆଦିଲ୍ଲୀ: ଏଲୋପାଥି ବିରୋଧରେ ମନ୍ତବ୍ୟ ପାଇଁ ଦେଶର ବିଭିନ୍ନ ରାଜ୍ୟରେ ତାଙ୍କ ନାମରେ ରୁଜୁ ହୋଇଥିବା ଏଫଆଇଆର ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଯୋଗ ଗୁରୁ ବାବା ରାମଦେବ । ବିହାର ଏବଂ ଝାଡଖଣ୍ଡରେ ରୁଜୁ ହୋଇଥିବା ଏଫ୍ଆଇଆର୍ ଉପରେ ରୋକ୍ ଲଗାଇବା ସହ ତାଙ୍କ ବିରୋଧରେ ସବୁ…

ନୀରବ ମୋଦିଙ୍କୁ ଝଟକା, ଭାରତ ପ୍ରତ୍ୟର୍ପଣ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ: ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ବ୍ରିଟେନର ଏକ କୋର୍ଟରୁ ଝଟକା ଲାଗିଛି। ଭାରତ ପ୍ରତ୍ୟର୍ପଣ ବିରୋଧରେ ବ୍ରିଟେନର ହାଇକୋର୍ଟ ବୁଧବାର ନିରବ ମୋଦିଙ୍କ ଆବେଦନ ଖାରଜ କରିଛନ୍ତି। ସେପଟେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସ୍କାମ୍ ଏବଂ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ…

ଲାହୋର: ହାଫିଜ ସଇଦର ଘର ନିକଟରେ ବିସ୍ଫୋରଣ, ୨ ମୃତ, ୧୭ ଆହତ

ଲାହୋର: ପାକିସ୍ତାନର ଲାହୋରର ଯୌହର ସହରରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏହସାନ ମମତାଜ ହସ୍ପିଟାଲ ନିକଟ 'ଇ' ବ୍ଲକରେ ଏହି ବିସ୍ଫୋରଣ ଘଟିଛି। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ…

ହ୍ବାଟସଆପକୁ ଝଟକା, ସିସିଆଇ ନୋଟିସ୍ ଉପରେ ରୋକ୍ ଲଗାଇବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ହ୍ବାଟସଆପ୍ ର ନୂଆ ଗୋପନୀୟତା ନୀତିର ଯାଞ୍ଚ ସମ୍ପର୍କରେ ଫେସବୁକ୍ ଏବଂ ଏହି ମେସେଜିଂ ଆପକୁ ପ୍ରତିଯୋଗିତା ଆୟୋଗ (ସିସିଆଇ) ପଠାଇଥିବା ନୋଟିସ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଜଷ୍ଟିସ ଅନୁପ ଜୟରାମ ଭମ୍ବନୀ ଏବଂ ଜଷ୍ଟିସ ଜସମିତ ସିଂଙ୍କ ଏକ…

ଭାରତରେ ‘ଡେଲଟା ପ୍ଲସ୍’ ଭାରିଆଣ୍ଟର ୪୦ ମାମଲା

ନୂଆଦିଲ୍ଲୀ: ମହାରାଷ୍ଟ୍ର, କେରଳ ଏବଂ ମଧ୍ୟପ୍ରଦେଶରେ ପ୍ରାୟ ୪୦ଟି 'ଡେଲଟା ପ୍ଲସ୍' ଭାରିଆଣ୍ଟର ମାମଲା ରିପୋର୍ଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି। ଏହାକୁ 'ଚିନ୍ତାଜନକ' (ଭିଓସି) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ମନ୍ତ୍ରଣାଳୟ କହିଛି ଯେ ଡେଲଟା ବ୍ୟତୀତ…