ପଶ୍ଚିମବଙ୍ଗ ସରକାରଙ୍କ ରିଭ୍ୟୁ ପିଟିସନ ଖାରଜ କଲେ ହାଇକୋର୍ଟ, ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ କରିବେ ଜାତୀୟ…

କୋଲକାତା: ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରା ନିର୍ବାଚନ ପରିବର୍ତ୍ତୀ ହିଂସା ଘଟଣାର ତଦନ୍ତ କରାଯିବା ସମ୍ପର୍କିର୍ତ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ପଶ୍ଚିମବଙ୍ଗ ସରକାର କରିଥିବା ଆବେଦନକୁ କଲିକତା ହାଇକୋର୍ଟ ଖାରଜ କରିଦେଇଛନ୍ତି । ମୂଳ ଆଦେଶ ଉପରେ ରୋକ୍ ଲଗାଇବା…

ବୁର୍ଲା ଭୀମସାରରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟକାମ ଚୂଡାନ୍ତ, ସପ୍ତାହେ ମଧ୍ୟରେ କାର୍ଯ୍ୟ କରିବ

ସମ୍ବଲପୁର: ସମ୍ବଲପୁର ସମେତ ସମଗ୍ର ପଂଚିମ ଓଡିଶାରେ କରୋନା କାବୁକୁ ଆସି ସାରିଛି । ହେଲେ ତ୍ରୁତୀୟ ଲହର ପାଇଁ ବି ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଭଳି ସ୍ଥିତିରେ ବୁର୍ଲା ମେଡିକାଲରେ ପିଏସଏ ଅକ୍ସିଜେନ୍ ସ୍ଥାପନ କାମ ଇତିମଧ୍ୟରେ ଚୂଡାନ୍ତ ହୋଇଛି । ଆସନ୍ତା ସପ୍ତାହେ ମଧ୍ୟରେ ଏହା…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ, ଚତୁର୍ଥ ଦିବସର ଖେଳ ବାତିଲ୍‌, ପ୍ରଶଂସକ ନିରାଶ

ସାଉଥମ୍ପଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ପୁଣି ବର୍ଷା ବାଧକ ସାଜିଛି । ବର୍ଷା ଯୋଗୁଁ ଚତୁର୍ଥ ଦିନର ଖେଳ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ରିଜର୍ଭ ଦିବସକୁ ମିଶାଇ ଆଉ ଦୁଇଦିନର ଖେଳ ବାକି ଥିଲେ ମଧ୍ୟ ଏହି ଐତିହାସିକ ମ୍ୟାଚ୍ ଡ୍ର’ରେ ଶେଷ…

୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ସତ୍ତ୍ୱେ ଦୂତିଚାନ୍ଦ ଅଳ୍ପକେ ଟୋକିଓ ଟିକେଟରୁ ବଂଚିତ

ପଟିଆଲା – ମହିଳା ୧୦୦ ମିଟର ଦୌଡରେ ନିଜର ହିଁ ଜାତୀୟ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି ସ୍ପ୍ରିଂଟର ଦୂତି ଚାନ୍ଦ । ପଟିଆଲାଠାରେ ଆୟୋଜିତ ଇଣ୍ଡିଆନ ଗ୍ରାଁପ୍ରି ଆଥଲେଟିକ୍ସ ମିଟର ୧୦୦ ମିଟର ଦୌଡରେ ଦୂତିଚାନ୍ଦ ନିଜର ହିଁ ଜାତୀୟ…

ଶିକ୍ଷକଙ୍କଠାରୁ ଲାଂଚ ନେଲାବେଳେ ଆସ୍କା ସବ୍ ଟ୍ରେଜେରୀ ଅଫିସରେ ଦୁଇ କର୍ମଚାରୀଙ୍କୁ ଧରିଲା ଭିଜିଲାନ୍ସ

ବ୍ରହ୍ମପୁର- ଜଣେ ଶିକ୍ଷକଙ୍କ ଏରିଅର ସାଲାରି ବିଲ୍ ପ୍ରସ୍ତୁତ ପାଇଁ ଲାଂଚ ଗ୍ରହଣ କରୁଥିବା ବେଳେ ଆସ୍କା ସବ୍ ଟ୍ରେଜେରି ଅଫିସ ପରିସରରେ ଦୁଇ ଜଣଙ୍କୁ ଧରିଛି ଭିଜିଲାନ୍ସ । ସୂଚନା ଅନୁସାରେ ଧରାକୋଟ ଏସ.ଆର୍ ହାଇସ୍କୁଲର ସହକାରୀ ଶିକ୍ଷକ ଗୋପାଳକୃଷ୍ଣ ଦଳବେହେରାଙ୍କ ଏରିଅର ସାଲାରି ବିଲ୍…

କୋଭିଡ ଟିକାକରଣରେ ମାଇଲଖୁଂଟ, ସ୍ୱାସ୍ଥ୍ୟକର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛି ଓଡିଶା । ରାଜ୍ୟରେ ଏକ କୋଟିରୁ ଅଧିକ ଲୋକଙ୍କ ଟିକାକରଣ ହୋଇଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଭାଗ କୋରୋନା ଯୋଦ୍ଧା ମଧ୍ୟ ଅଛନ୍ତି । ଏଭଳି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

କ୍ରମାଗତ ଦ୍ବିତୀୟ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା, କେବଳ ଅନଲାଇନ୍ ଦର୍ଶନ

ନୂଆଦିଲ୍ଲୀ: କରୋନା ଯୋଗୁଁ କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ କରାଯାଇଛି। ଗତ ବର୍ଷ ମଧ୍ୟ କୋଭିଡ-୧୯ କାରଣରୁ ଅମରନାଥ ଯାତ୍ରା ବାତିଲ ହୋଇଥିଲା। ତେବେ ଭକ୍ତମାନେ ଜୁନ୍ ୨୮ ରୁ ଅନଲାଇନ୍ ଦର୍ଶନ ପାଇପାରିବେ | ହିମାଳୟର ୩୮୮୦ ମିଟର ଉଚ୍ଚରେ ଅବସ୍ଥିତ ଭଗବାନ ଶିବଙ୍କ…