ଆଜି ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତ: ବିଏସ୍‌ୱାଇ ସ୍ମାର୍ଟ କାର୍ଡ ବିତରଣ ଆରମ୍ଭ କରିବେ

ଫୁଲବାଣୀ: ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦିବାସୀବହୁଳ, ପାହାଡ଼ ଓ ଜଙ୍ଗଲରେ ଭରା ଅନେକ ଦୁର୍ଗମ ଅଞ୍ଚଳ ଥିବା ଏହି ଜିଲ୍ଲାର ବାସିନ୍ଦା ଯେଭଳି ସହଜରେ ସୁଲଭ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେଥିପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟିଦେବେ…

ସ୍ବଚ୍ଛ ସର୍ଭେ ୨୦୨୧: ୨୫ ହଜାର ଜନସଂଖ୍ୟା ନଗରରେ ହିଞ୍ଜିଳି ରାଜ୍ୟର ନଂ-୧

ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀର ପ୍ରମୁଖ ସହର ହିଞ୍ଜିଳିକାଟୁ। ବର୍ତ୍ତମାନ ସମୟରେ ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା। ଯେଉଁ ଅଞ୍ଚଳର ଜନପ୍ରତିନିଧି ରାଜ୍ୟର ସର୍ବମାନ୍ୟ ଓ ଅଦ୍ୱିତୀୟ ନେତା, ସେହି ନଗର ବା କେମିତି ପଛରେ ରହନ୍ତା। ନିକଟରେ କେନ୍ଦ୍ର…

ଭଗବାନ କଣ ଆମଦ୍ବାରା ଅର୍ପିତ ଭୋଗ ଖାଇଥାଆନ୍ତି?

ସାଧାରଣତଃ ଆମ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିଥାଏ ତାହା ହେଉଛି ଭଗବାନ କଣ ଆମଦ୍ବାରା ଅର୍ପିତ ଭୋଗ ଖାଇଥାଆନ୍ତି ? ଯଦି ଖାଉଥାନ୍ତି ତେବେ ସେ ବସ୍ତୁ କାହିଁକି ସମାପ୍ତ ହେଉନାହିଁ ? ଯଦି ନ ଖାଉଥାନ୍ତି ତେବେ ଭୋଗ ଲଗାଇବାରେ କଣ ବା ଲାଭ? ଆପଣଙ୍କ ମନର ଦ୍ବନ୍ଦ ଦୂର କରିବାପାଇଁ…

ଗୀତା ମାହାତ୍ମ୍ୟ: କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ ସ୍ମୃତିବିଭ୍ରମ। ସ୍ମୃତିଭ୍ରଂଶାଦ ବୁଦ୍ଧିନାଶୋ ବୁଦ୍ଧିନାଶତ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ କର୍ମଫଳ ବିଷୟରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି: - କ୍ରୋଧାଦ୍ଭବତି ସମ୍ମୋହଃ ସମ୍ମୋହାତ ସ୍ମୃତିବିଭ୍ରମ। ସ୍ମୃତିଭ୍ରଂଶାଦ ବୁଦ୍ଧିନାଶୋ ବୁଦ୍ଧିନାଶତ ପ୍ରଣଶ୍ୟତି।। ହେ ଅର୍ଜୁନ ! କ୍ରୋଧରୁ ଅତ୍ୟନ୍ତ ମୁଢଭାଵ ଉପନ୍ନ ହୋଇଯାଏ; ମୁଢଭାଵରୁ…

ରୋହିତ, ଅକ୍ଷରଙ୍କ କମାଲ, ଟି୨୦ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କଲା ଭାରତ

କୋଲକାତା: ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ଅକ୍ଷର ପଟେଲଙ୍କ ଯାଦୁକରୀ ବୋଲିଂ ସହାୟତାରେ ଭାରତ ଐତିହାସିକ ଇଡେନ୍ ଗାର୍ଡେନ୍ସରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ରେ ନ୍ୟୁଜିଲାଣ୍ଡକୁ ୭୩ ରନରେ ଧରାଶାୟୀ କରିଛି । ଏହି ବୃହତ ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ…

ଉଗାଣ୍ଡା ଅନ୍ତର୍ଜାତୀୟ ପାରା ଅଲିମ୍ପିକରେ ପ୍ରମୋଦ ଭଗତଙ୍କୁ ଟ୍ରିପଲ ଟାଇଟଲ

କାମ୍ପାଲା -ପାରା ଅଲିମ୍ପିକ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଚାମ୍ପିୟନସିପରେ ତିନିଟି ବିଭାଗରେ ଟାଇଟଲ ହାସଲ କରିଛନ୍ତି । ସିଙ୍ଗଲସ, ଡବଲସ ଓ ମିକ୍ସଡ ଡବଲସରେ ଟାଇଟଲ ଜିତିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ।