କରୋନା ଅପଡେଟ୍: ୨୪ ଘଣ୍ଟାରେ ୫୪ ହଜାର ମାମଲା, ଆଉ ୧୩୨୧ ମୃତ
ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୫୪,୦୬୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏହି ରୋଗରେ ଆଉ ୧୩୨୧ ଜଣଙ୍କର ମୃଥ୍ୟୁ ହୋଇଥିବା ବେଳେ ୬୮,୮୮୫ ଜଣ ସୁସ୍ଥ ହୋଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଭାରତରେ ମୋଟ କରୋନା ମାମଲା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି…