କରୋନା ଅପଡେଟ୍: ଦିନକରେ ୧୧,୧୦୬ ନୂଆ ମାମଲା, ୪୫୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ପ୍ରକୋପ କମିଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧,୧୦୬ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ଏହି ରୋଗରେ ୪୫୯ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ଏକ ଲକ୍ଷ ୨୬ ହଜାର…

ଆଜି ରାଞ୍ଚିରେ ଦ୍ୱିତୀୟ ଟି-୨୦, ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ

ରାଞ୍ଚି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଶୁକ୍ରବାର ଏଠାରେ ଖେଳାଯିବ । ପ୍ରଥମ ଟି୨୦ରେ ରୋମା କର ବିଜୟ ସହ ଭାରତ ତିନି ମ୍ୟାଚ୍ ସିରିଜରେ ୧-୦ରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ଟି୨୦ରେ ମଧ୍ୟ ଜୟଯାତ୍ରା ଜାରି ରଖି ସିରିଜ୍ ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ତେବେ…

ଆଜି ସଂଧ୍ୟାରେ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ୱର- ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇବା ସମ୍ଭାବନା ରହିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୱେବସାଇଟରେ ପରୀକ୍ଷାଫଳ ଉପଲବ୍ଧ ହେବ । ଅକ୍ଟୋବର ପହିଲାରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ହୋଇଥିଲା । ବିକଳ୍ପ…

କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ, କହିଲେ ବିଜେଡି ସର୍ବଦା…

ଭୁବନେଶ୍ୱର- ଦେଶ ଓ ଏହାର କୃଷକଙ୍କ ସ୍ୱାର୍ଥର ହିତକୁ ଦୃଷ୍ଟିରେ ରଖି ତିନି କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷଜମି ଓ କୃଷକଙ୍କ ପରିବାର କୃଷକଙ୍କ ଫେରିବା ପଥକୁ ବହୁଦିନ ଧରି ଅପେକ୍ଷା କରିଥିଲେ ।…

ପ୍ରଧାନମନ୍ତ୍ରୀଙ୍କ କଥାରେ ଭରସା ନାହିଁ? ରାକେଶ ଟିକାଏତ୍ କହିଲେ ଏବେ ବନ୍ଦ ହେବନି କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ପ୍ରକାଶ ପର୍ବ ଅବସରରେ ଦେଶକୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଆନ୍ଦୋଳନ ବନ୍ଦ କରି ଘରକୁ ଫେରିବା ପାଇଁ ସେ ତାଙ୍କ ସମ୍ବୋଧନରେ କୃଷକମାନଙ୍କୁ ନିବେଦନ କରିଛନ୍ତି। ସେ…