ଡେଲଟା ପ୍ଲସ ଭେରିଏଂଟ ବାବଦରେ ଅଧିକ ଅନୁଧ୍ୟାନ ଚାଲିଛି : ଡିଏମଇଟି

ଭୁବନେଶ୍ୱର- ଡେଲଟା ପ୍ଲସ୍ ଭେରିଏଂଟକୁ ନେଇ ଅଧିକ ଅନୁଧ୍ୟାନ ଚାଲିଛି । ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ କଣ ପ୍ରଭାବ ରହିବ ସେ ନେଇ ବି ଅନୁଧ୍ୟାନ କରାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, କିଛି ଦେଶରେ ଡେଲଟା ପ୍ଲସ ଭେରିଏଂଟ ଦେଖାଦେଇଛି । ଏହାକୁ…

ଡବ୍ଲ୍ୟୁଏଚ୍‌ଓ ସହ ଭାରତ ବାୟୋଟେକ୍‌ର ବୈଠକ ଆଜି, କୋଭାକ୍ସିନ ଟିକାକୁ ମିଳିପାରେ ସ୍ୱୀକୃତି

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋଭାକ୍ସିନ’କୁ ଶୀଘ୍ର ସ୍ୱୀକୃତି ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) । କୋଭାକ୍ସିନ ପାଇଁ ଭାରତ ବାୟୋଟେକ୍ ଦ୍ୱାରା ଦାଖଲ କରାଯାଇଥିବା ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍ (ଇଓଆଇ)କୁ ଡବ୍ଲ୍ୟୁଏଚ୍‌ଓ ଗ୍ରହଣ…

କରୋନା ଅପଡେଟ୍‌: ତିନି କୋଟି ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୫୦ ଦିନରେ ଆସିଛି କୋଟିଏ ମାମଲା

ନୂଆଦିଲ୍ଲୀ: ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି କୋଟି ଟପିଛି । ଆମେରିକା ପରେ ତିନି କୋଟିରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରିବାରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ଦେଶ । ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତ ୫୦ ଦିନରେ ହିଁ ଭାରତରେ କୋଟିଏରୁ ଊର୍ଦ୍ଧ୍ୱ ମାମଲା ରିପୋର୍ଟ କରାଯାଇଛି । ମେ ୩ରେ…

ରାଜ୍ୟରେ ତ୍ବରାନ୍ବିତ ହେଉଛି କୋଭିଡ୍ ଟିକାକରଣ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀ ତଥା ଓଡ଼ିଶା ରାଜ୍ୟରୂପୀ ନିଜ ବିଶାଳ ପରିବାରର ସବୁ ସଦସ୍ୟଙ୍କୁ ମହାମାରୀ କବଳରୁ ନିରାପଦ ରଖିବା ପାଇଁ ଟିକାକରଣକୁ ସର୍ବାଧିକ ଗୁରୁତ୍ବ ଦେଇଆସିଛନ୍ତି। ସେଥିପାଇଁ ଟିକାକରଣ ସକାଶେ ଗ୍ଲୋବାଲ୍ ଟେଣ୍ଡର୍ ବ୍ୟବସ୍ଥା ମଧ୍ୟ ହୋଇଥିଲା। ସାନ୍ତ୍ବନାର ବିଷୟ…

ଏ ବର୍ଷ ବି ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ ପାଇବ

ଭୁବନେଶ୍ୱର- ଏ ବର୍ଷ ନବମ ଓ ଦଶମ ଶ୍ରେଣୀର ସିଲାବସ୍ ୩୦ ପ୍ରତିଶତ ହ୍ରାସ କରାଯିବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କିନ୍ତୁ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତି ହୋଇନାହିଁ ବୋଲି ସେ କହିଛନ୍ତି । ଅନଲାଇନରେ ସ୍କୁଲ ପିଲାଙ୍କୁ ପାଠ ପଢାଯାଉଛି । ଅନଲାଇନ…

ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାରେ ବର୍ଷା ଜାରି

ଭୁବନେଶ୍ୱର- ଘୁର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ଜାରି ରହିଛି । ୧୮ଟି ଜିଲ୍ଲାରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ପୁରୀ, କେନ୍ଦ୍ରାପଡା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବର୍ଷା ନେଇ ଚେତାବନୀ ଜାରି କରାଯାଇଛି । ୧୪ଟି ଜିଲ୍ଲାରେ…

ରାଜ୍ୟରେ ଆଉ ୪୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ୪୬ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୩ ହଜାର ୭୧୭କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀ, ବରଗଡ ଓ କଟକ ଜିଲ୍ଲାରେ ୫ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ଝାରସୁଗୁଡା…

ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ୩୪୫୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୯୭୩ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୪୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୪୯୯ ଆକ୍ରାନ୍ତ । କଟକରୁ ୪୮୦, ପୁରୀରୁ…

ନ୍ୟୁଜରୁମ୍ ଓଡିଶା: ସକାଳର ଖବର

ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ ଭୁବନେଶ୍ୱର ରେଳ ଷ୍ଟେସନରେ ‘ଏଟିଏମଏ’ ମେସିନ ଓଡିଶା ପୋଲିସରେ ୪୭୭ ଏସଆଇ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ବୀରେନ୍ଦ୍ର ଲାକ୍ରା ଓ ଦୀପଗ୍ରେସ ଏକ୍କାଙ୍କୁ…

ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କୁ ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ

ଭୁବନେଶ୍ବର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀଙ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନସେନଟ୍ରେଟର ପ୍ରଦାନ କରାଯାଇଛି । ଫାଉଣ୍ଡେସନ୍ ଓ ବ୍ୟାଙ୍କ ତରଫରୁ…