ଅନଲକ୍ ନେଇ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ, ସତର୍କତାର ସହ କଟକଣା ହଟାଅ

ନୂଆଦିଲ୍ଲୀ: ଅନଲକ୍ ପ୍ରକ୍ରିୟା ଆରମ୍ଭ କଲାବେଳେ ସତର୍କତା ଅବଲମ୍ବନ କରିବାକୁ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ରାଜ୍ୟରେ ଅନଲକ୍ ପରେ ବଜାରରେ ଅତ୍ୟଧିକ ଭିଡ଼ ଜମିବା ସହ ଅନେକ ସ୍ଥାନରେ ରାସ୍ତା ଜାମ୍ ଭଳି ପରିସ୍ଥିତି ସୃଷ୍ଟି…

ରକ୍ଷଣଶୀଳ ନେତା ଇବ୍ରାହିମ ରଇସୀ ଇରାନର ନୂଆ ରାଷ୍ଟ୍ରପତି

ଦୁବାଇ: ଦେଶର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲ୍ଲୀ ଖାମେନେଇଙ୍କ ଜଣେ ସମର୍ଥକ ତଥା ରକ୍ଷଣଶୀଳ ନ୍ୟାୟପାଳିକାର ମୁଖ୍ୟ ଇବ୍ରାହିମ ରଇସୀ ଶନିବାର ଇରାନର ରାଷ୍ଟ୍ରପତି ନିର୍ବାଚନରେ ​​ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ​​ଏଥର ଦେଶର ଇତିହାସରେ ସର୍ବନିମ୍ନ…

ତେଲେଙ୍ଗାନାରେ ସମ୍ପୂର୍ଣ୍ଣ ଭାବେ ହଟିବ ଲକଡାଉନ୍

ହାଇଦ୍ରାବାଦ: ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକଡାଉନ୍ ସମ୍ପୂର୍ଣ୍ଣ ରୂପେ ହଟାଯିବ ବୋଲି ତେଲେଙ୍ଗାନା ସରକାର ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଲେଙ୍ଗାନା ଦେଶର ପ୍ରଥମ ରାଜ୍ୟ ଭାବେ ଲକଡାଉନ୍ ସଂପୂର୍ଣ୍ଣ ହଟାଇବାକୁ…

ଟିକାର ଡବଲ ଡୋଜ୍ ପରେ ସଂକ୍ରମଣ ଆଶଙ୍କା କମ୍ ହୁଏ : ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର- ଟିକା ନେଲା ପରେ କୋରୋନା ହେବ ନାହିଁ ବୋଲି ଭାବିବା ଭୁଲ୍ । ଟିକା ନେବା ପରେ ମଧ୍ୟ ସଂକ୍ରମଣ ହୋଇପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ,ବିଭିନ୍ନ ଟିକା ୭୦ ରୁ ୯୦ ପ୍ରତିଶତ ମଧ୍ୟରେ କାମ କରୁଛି । ଟିକା ନେବା ଦ୍ୱାରା ଶରୀରରେ ରୋଗ…

ସବୁଠୁ ରହିବା ଅନୁକୂଳ ରାଜ୍ୟ ରାଜଧାନୀଙ୍କ ଟପ୍ ଟେନ୍ ତାଲିକାର ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର – ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ, ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି ।…

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ: ଟସ୍ ହାରି ଭାରତର ବ୍ୟାଟିଂ

ସାଉଥମ୍ପଟନ: ବର୍ଷା ଯୋଗୁଁ ପ୍ରଥମ ଦିନ ଧୋଇ ହୋଇଯିବା ପରେ ଶେଷରେ ଆରମ୍ଭ ହୋଇଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ । ନ୍ୟୁଜିଲାଣ୍ଡ କ୍ୟାପଟେନ କେନ୍ ଓ୍ବିଲିୟମସନ ଟସ୍ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ…