ରାଜ୍ୟ କୋରୋନା ଅପଡେଟ୍ : ଦିନକରେ ୩୪୨୭ ପଜିଟିଭ ଚିହ୍ନଟ, ୧୯ଜିଲ୍ଲାରେ ସଂକ୍ରମଣ ଦୁଇ ଅଙ୍କରେ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩ ହଜାର ୪୨୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧ ହଜାର ୯୫୪ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୩, କଟକରୁ ୩୯୬, ଯାଜପୁରରୁ ୨୮୫, ବାଲେଶ୍ୱରରୁ…

ମିଲଖା ସିଂହଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ମହାନ ଧାବକ ଫ୍ଲାଇଂ ଶିଖ୍ ମିଲଖା ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫ୍ଲାଇଂ ଶିଖ୍ ପିଢି ପିଢି ଧରି କ୍ରୀଡାବିତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମିଲଖାଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁବର୍ଗ…

ଚାଲିଗଲେ ଫ୍ଲାଇଂ ଶିଖ୍

ଭାରତୀୟ କ୍ରୀଡା ଜଗତର ଉଜ୍ଜ୍ୱଳତମ ତାରକା ତଥା ଫ୍ଲାଇଂ ଶିଖ୍ ୯୧ ବର୍ଷୀୟ ମିଲଖା ସିଂଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ଥିବା ଏହି କିମ୍ବଦନ୍ତୀ ଖେଳାଳୀଙ୍କ ପ୍ରାୟ ଏକମାସରୁ ଅଧିକ ସମୟ ଧରି ପିଜିଆଇ ଚଣ୍ଡିଗଡରେ ଚିକିତ୍ସା ଚାଲିଥିଲା । ଦୁଇ ଦିନ ପୂର୍ବରୁ ତାଙ୍କୁ…

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ବର: କଲକାତାରେ ଚିକିତ୍ସାଧିନ ଅବସ୍ଥାରେ ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ ହୋଇଯାଇଛି । ଗତ କିଛିଦିନ ତଳେ ତାଙ୍କୁ ଇସିଏମଓ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ କଲକାତା ନିଆଯାଇଥିଲା ।

ବର୍ଷା ଧୋଇନେଲା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲର ପ୍ରଥମ ଦିନ

ସାଉଥହାମ୍ପଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ ଫାଇନାଲର ପ୍ରଥମ ଦିନରେ ବର୍ଷା ସାଜିଛି ବାଧକ । ବର୍ଷା ଓ ଓଦା ପଡିଆ ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ ହୋଇଯାଇଛି । ଟସ୍ ବି ପଡି ପାରିନାହିଁ । ଭାରତୀୟ ସମୟ ଅପରାହ୍ନ ୩ଟାରେ ଖେଳ ଆରମ୍ଭ ହେବାର ଥିଲା । କିନ୍ତୁ…