ଯୌନ ଶୋଷଣ ପାଇଁ ‘ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ’ ଜରୁରୀ ନୁହେଁ, ବମ୍ବେ ହାଇକୋର୍ଟ ରାୟକୁ ରଦ୍ଦ କଲେ…
ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟଙ୍କ 'ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ' ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। 'ସ୍କିନ୍ ଟୁ ସ୍କିନ୍ କଣ୍ଟାକ୍ଟ' ବିନା ମଧ୍ୟ ଶିଶୁ ମାନଙ୍କ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ପକ୍ସୋ ଆଇନ୍ ଅନୁଯାୟୀ ଯୌନ ଶୋଷଣ ଭାବେ ଧରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । |…