ଦିଲ୍ଲୀ ପ୍ରଦୂଷଣ: ‘ଓ୍ବାର୍କ ଫ୍ରମ୍ ହୋମ’ ସପକ୍ଷରେ ନାହିଁ କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀରେ ଚିନ୍ତାଜନକ ପ୍ରଦୂଷଣ ସମସ୍ୟା ମଧ୍ୟରେ କେନ୍ଦ୍ର କର୍ମଚାରୀମାନଙ୍କୁ 'ଓ୍ବାର୍କ ଫ୍ରମ୍ ହୋମ' ବା ‌ଘରୁ କାମ କରିବାକୁ ପରାମର୍ଶ ଦିଆଯାଉ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ କେନ୍ଦ୍ର ସରକାର ଏ ପ୍ରସ୍ତାବରେ ରାଜି ହୋଇନାହାନ୍ତି ।…

ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ ଘଟଣାର ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ୱର – ଓକାକ୍ ସିଇଓ ମନୋଜ ପଟ୍ଟନାୟକଙ୍କ ହ୍ୱାଟସଆପ୍ ହ୍ୟାକ କରି ଟଙ୍କା ହଡପ କରିବା ଘଟଣାର ଅଭିଯୁକ୍ତକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତ ଜଣକ ବେଙ୍ଗଳୁରୁରେ ରହି ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ କରିଥିଲା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି । ଅଭିଯୁକ୍ତକୁ…

ମଲା ଦନ୍ତା ହାତୀ ଠାବ

ଚିକିଟି: ଖାଦ୍ୟ ଅନ୍ବେଷଣରେ ଘୁରି ବୁଲୁଥିବା ଏକ ହାତୀ ପଲରେ ସାମିଲ ଦନ୍ତା ହାତୀର ଜୀବନ ଯାଇଛି। ବ୍ରହ୍ମପୁର ବନ ଡିଭିଜନ୍ ଅଧୀନ ଚିକିଟି ସେକ୍ସନ ପନାଡ଼ ଗାଁ ନିକଟ ଜଙ୍ଗଲରୁ ଦନ୍ତାର ମୃତଦେହ ବନବିଭାଗ ପାଇଛି। ଆଜି ଭୋରରୁ ହାତୀଙ୍କୁ ଜନବସତି ଠାରୁ ଦୂରେଇ ରଖିବାରେ ନିୟୋଜିତ ବନ ବିଭାଗ ଟିମ୍…

ଆଜି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଦ୍ରାବିଡ-ରୋହିତ ଯୋଡ଼ିଙ୍କ ତତ୍ତ୍ୱାବଧାନରେ ନୂଆ ଆରମ୍ଭ ଲକ୍ଷ୍ୟରେ ଟିମ୍…

ଜୟପୁର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟି୨୦ ମ୍ୟାଚ୍ ବୁଧବାର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ । ଏହି ସିରିଜରୁ ନୂଆ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଯୁଗ ଆରମ୍ଭ ହେବ । ଟି୨୦ ବିଶ୍ୱକପରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ…

ପରଲୋକରେ ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ, ରାଜନୈତିକ ମହଲରେ ଶୋକ

ଭୁବନେଶ୍ୱର- ଜଗତସିଂହପୁର ଜିଲ୍ଲା ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ବାଲିକୁଦାରୁ ୪ ଥର ବିଧାୟକ ନିର୍ବାଚିତ ହୋଇଥିଲେ ଉମେଶ…