ନ୍ୟୁଜରୁମ ଓଡିଶା: ସକାଳର ଖବର

ଟିକାକରଣ ନେଇ ନବୀନଙ୍କ ଦାବିକୁ ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର : ୨ ଆବେଦନକାରୀଙ୍କ ଅଂଶଗ୍ରହଣ, ଆସନ୍ତା ୯ରେ ଖୋଲିବ ପ୍ରାଇସ ବିଡ୍ ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ, ସୂଚନା ଓ ଲୋକସଂପର୍କ ବିଭାଗ କରିବ ପ୍ରସାରଣ…

ପଶ୍ଚିମବଙ୍ଗରେ ଭାକ୍ସିନ ସାର୍ଟିଫିକେଟ୍‌ରେ ମୋଦିଙ୍କ ପରିବର୍ତ୍ତେ ମମତାଙ୍କ ଫଟୋ

କୋଲକାତା: ଛତିଶଗଡ଼, ଝାଡ଼ଖଣ୍ଡ ଓ ପଞ୍ଜାବ ପରେ ଏବେ ପଶ୍ଚିମବଙ୍ଗରେ ବି ଭାକ୍ସିନ ସାର୍ଟିଫିକେଟ୍‌ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ହଟାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ସହ ତିକ୍ତତା ମଧ୍ୟରେ ପଶ୍ଚିମବଙ୍ଗ ସରକାର ଏବେ ରାଜ୍ୟରେ ଲୋକଙ୍କୁ ଦିଆଯାଉଥିବା ଭାକ୍ସିନ ସାର୍ଟିଫିକେଟରେ…

ସ୍ପୁଟନିକ୍‌-ଭି ଟିକା ଉତ୍ପାଦନ ପାଇଁ ସେରମ୍‌କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ରୁଷୀୟ କୋଭିଡ୍ ଟିକା ସ୍ପୁଟନିକ୍‌-ଭିର ଉତ୍ପାଦନ କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ଏଥିପାଇଁ ସେରମ୍‌କୁ ଆଜି ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ)ଙ୍କ ଠାରୁ ସର୍ତ୍ତମୂଳକ ଅନୁମତି ମିଳିଛି । ଭାରତରେ ସ୍ପୁଟନିକ୍‌-ଭିର ଅଧ୍ୟୟନ, ପରୀକ୍ଷଣ ଏବଂ ବିଶ୍ଲେଷଣ ସହ ଏହି ଟିକାର ଉତ୍ପାଦନ…

ଟିକାକରଣ ନେଇ ନବୀନଙ୍କ ଦାବିକୁ ସମର୍ଥନ କଲେ କେରଳ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋଭିଡ ଟିକାକରଣ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ ମଧ୍ୟ ସମର୍ଥନ କରିଛନ୍ତି । ଚିଠି ଲେଖି ବିଜୟନ , ନବୀନଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଟିକାକରଣ ନେଇ…

ଟିକା ପାଇଁ ଗ୍ଲୋବାଲ୍ ଟେଣ୍ଡର : ୨ ଆବେଦନକାରୀଙ୍କ ଅଂଶଗ୍ରହଣ, ଆସନ୍ତା ୯ରେ ଖୋଲିବ ପ୍ରାଇସ ବିଡ୍

‌ଭୁବନେଶ୍ୱର- କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଟେଣ୍ଡରର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି । ଆଜି ପରିବର୍ତ୍ତେ ଆସନ୍ତା ୯ ତାରିଖରେ ଖୋଲିବ ପ୍ରାଇସ୍ ବିଡ୍ । ରାଜ୍ୟ ଔଷଧ ନିଗମ ପକ୍ଷରୁ ଡକାଯାଇଥିବା ଟେଣ୍ଡରରେ ୨ ଆବେଦନକାରୀ ଭାଗ ନେଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ…

ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ, ସୂଚନା ଓ ଲୋକସଂପର୍କ ବିଭାଗ କରିବ ପ୍ରସାରଣ

ଭୁବନେଶ୍ୱର- ଏଥର ୟୁଟ୍ୟୁବ ଜରିଆରେ ପୁରୀ ରଥଯାତ୍ରାର ସିଧା ପ୍ରସାରଣ କରିବେ ରାଜ୍ୟ ସରକାର । ସ୍ନାନଯାତ୍ରାରୁ ନୀଳାଦ୍ରି ବିଜେ ପ ର୍ଯ୍ୟନ୍ତ ପ୍ରତିଟି ପରମ୍ପରାର ସିଧା ପ୍ରସାରଣ ହେବ । କୋଭିଡ ବେଳେ ଘରେ ଥାଇ ୟୁଟ୍ୟୁବରେ ଏସବୁର ସିଧା ପ୍ରସାରଣ ଦେଖିପାରିବେ ବିଶ୍ୱର ଭକ୍ତବୃନ୍ଦ । ଜୁନ୍ ୨୪ରେ…

ବିଭାଗୀୟ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ୱର: ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ଭରଚୁଆଲ ମାଧ୍ୟମରେ ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି I ପୂର୍ବାହ୍ନରେ ଅନୁଷ୍ଠିତ କ୍ରୀଡା ଓ ଯୁବସେବା ବିଭାଗ ସମୀକ୍ଷା ବୈଠକରେ ମନ୍ତ୍ରୀ ବେହେରା ଅଧକ୍ଷତା କରିବା ସହିତ…