ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ଦେଶଦ୍ରୋହ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । ଦୁଆଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ସହ ପ୍ରତ୍ୟେକ ସାମ୍ବାଦିକଙ୍କୁ ଏଭଳି ମାମଲରୁ ସୁରକ୍ଷା ଦିଆଯାଇଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ୧୯୬୨ର ଏକ ରାୟର ଉଦାହରଣ…

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଉଁରୀ ନୀତି ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ମଧ୍ୟରେ ଚାଲିଛି ଭଉଁରୀ ନୀତି । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି । ଏଥିପାଇଁ ତିନି ରଥର ତିନୋଟି ନାହାକା ଅଖ ଓ ଛଅଟି ଚକକୁ ପ୍ରସ୍ତୁତ କରାଯାଇଛି । ସକାଳଧୂପ ସରିବା ପରେ…

ଜମ୍ମୁ-କାଶ୍ମୀର: ବିଜେପି ନେତାଙ୍କୁ ଗୁଳିକରି ହତ୍ୟା

ପୁଲୱାମା: ଜାମ୍ମୁକାଶ୍ମୀରର ପୁଲୱାମାରେ ବୁଧବାର ରାତିରେ ଆତଙ୍କବାଦୀମାନେ ଜଣେ ବିଜେପି ନେତାଙ୍କୁ ଗୁଳିକରି ହତ୍ୟା କରିଛନ୍ତି । ବିଜେପି ନେତା ରାକେଶ ପଣ୍ଡିତ ଜଣେ ବନ୍ଧୁଙ୍କ ସହ ଯାଉଥିବା ବେଳେ ତ୍ରାଲ୍‌ଠାରେ ତାଙ୍କ ଉପରକୁ କିଛି ଅଜଣା ବନ୍ଧୁକଧାରୀ ଗୁଳି ଚଳାଇଥିଲେ । ତାଙ୍କୁ ଗୁରୁତର…

ସାହିତ୍ୟିକା ମିନାକ୍ଷୀ ଦେବୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର- ବିଶିଷ୍ଟ ସାହିତ୍ୟିକା ମିନାକ୍ଷୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବା ଦିଗରେ ଅବଦାନ ପାଇଁ ମିନାକ୍ଷୀ ଦେବୀ ସର୍ବଦା ସ୍ମରଣୀ ହୋଇ ରହିବେ ।…

ମେହୁଲ ଚୋକ୍‌ସିର ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ: ପିଏନ୍‌ବି ସ୍କାମ୍ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିକୁ ଡୋମିନିକା କୋର୍ଟରୁ କୌଣସି ଆଶ୍ୱସ୍ତି ମିଳିନାହିଁ । ଚୋକ୍‌ସିର ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଡୋମିନିକାରେ ବେଆଇନ ଅନୁପ୍ରବେଶ କରିବା ଅଭିଯୋଗରେ ଚୋକ୍‌ସି ସମ୍ପ୍ରତି ଡୋମିନିକା ସିଆଇଡିର…

ଦିବଂଗତ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର୍‌

ଭୁବନେଶ୍ୱର-ଦିବଂଗତ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କୁ ବିଧାନସଭା ପରିସରରେ ଗାର୍ଡ ଅଫ୍ ଅନର ଦିଆଯାଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ନେତା ଓ ମନ୍ତ୍ରୀ ଦିବଂଗତ…

କୋରୋନାରେ ରାଜ୍ୟରେ ଆଉ ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । କୋରୋନାଜିତ ମୃତ୍ୟୁସଂଖ୍ୟା ୨ ହଜାର ୮୭୩କୁ ବୃଦ୍ଧି ପାଇଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୫ ଜଣ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ…

ଦେଶରେ ପୁଣି ବଢ଼ିଲା ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୧.୩୪ ଲକ୍ଷ ମାମଲା, ୨୮୮୭ ମୃତ

ନୂଆଦିଲ୍ଲୀ: କ୍ରମାଗତ ଖସିବା ପରେ ଭାରତରେ କୋଭିଡ୍‌-୧୯ ସଂକ୍ରମଣ ଗତ ଦୁଇଦିନ ଧରି ଉପରମୁହାଁ ହୋଇଛି । ଗତକାଲି ୧.୩୨ ମାମଲା ରେକର୍ଡ କରାଯାଇଥିଲା । ଆଜି ଏହି ସଂଖ୍ୟା ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧,୩୪,୧୫୪ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଏହି ରୋଗରେ ଆଉ ୨୮୮୭ ଲୋକଙ୍କ…