ଉପାନ୍ତ ଅଂଚଳରେ ଗମନାଗମନ ଚିନ୍ତା: ପାହାଡିଆ ରାସ୍ତାରେ ଚାଲି ଚାଲି ଦୁର୍ଗମ ଚାଷଭରଡି ଗାଁକୁ ଗଲେ ଜିଲ୍ଲାପାଳ

ସମ୍ବଲପୁର: ବିକାଶ ପାଇଁ ସମ୍ବଲପୁର ଜିଲ୍ଲାପାଳ ତାଙ୍କ ପ୍ରତିବଦ୍ଧତାର ପ୍ରମାଣ ଦେଖାଇଛନ୍ତି । ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ରହିଥିବା ଦୁର୍ଗମ ଇଲାକାକୁ ଗମନାଗମନ ବ୍ୟବସ୍ଥା କରିବାକୁ ପ୍ରଶାସନ ଅଣ୍ଟା ଭିଡିଛି । ଏହି ପରିପ୍ରେଖୀରେ ଗୁରୁବାର ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା…

କୋଭିଡ ବେଳେ ଏସଟିଏସସି ଉନ୍ନୟନ ବିଭାଗର ଅଭିନବ ପଦକ୍ଷେପ : ଟେଲିଫୋନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ପରାମର୍ଶ

ଭୁବନେଶ୍ୱର- କୋଭିଡ ସଂକ୍ରମଣ ଯୋଗୁଁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନନ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ୍ ଓ ହଷ୍ଟେଲ ବନ୍ଦ ରହିଛି । ଏଭଳି ସ୍ଥିତିରେ ସ୍କୁଲରେ ଶିକ୍ଷାଦାନ ଆରମ୍ଭ ହୋଇପାରୁନାହିଁ । ତେଣୁ ବିଭାଗ ପକ୍ଷରୁ ଅଭିନବ ପଦକ୍ଷେପ ସ୍ୱରୂପ ଛାତ୍ରଛାତ୍ରୀଙ୍କ ପାଇଁ ଟେଲିଫୋନ…

ବର୍ଷେ ହେଲା ଦରମା ନେଇ ନାହାନ୍ତି ମୁକେଶ ଅମ୍ବାନି

ନୂଆଦିଲ୍ଲୀ: ଭାରତର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ଗତ ଏକ ବର୍ଷ ଧରି ନିଜ କମ୍ପାନିରୁ ଦରମା ଗ୍ରହଣ କରିନାହାନ୍ତି । ୩୧ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ସେ ଥରୁଟିଏ ବି ଦରମା ନେଇ ନାହାନ୍ତି । କୋଭିଡ୍‌-୧୯ କାରଣରୁ ବ୍ୟବସାୟ ଓ…

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ନେଲେ ଇନ୍ଦ୍ରମଣି ତ୍ରିପାଠୀ: ଶୃଙ୍ଖଳା, ନିଷ୍ଠା, ଅଭିନବତ୍ବ…

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ଉପରେ ନୂତନ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଗୁରୁତ୍ୱ ଆରୋପ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତ୍ରିପାଠୀ ଆଜି ବିଭାଗର ନୂତନ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପରେ ସୂଚନା…

କରୋନିଲ୍ ମାମଲାରେ ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟର ନୋଟିସ୍‌

ନୂଆଦିଲ୍ଲୀ: ପତଞ୍ଜଳିର ‘କରୋନିଲ୍‌’ ଔଷଧର ପ୍ରଚାର ବିରୋଧରେ ଦିଲ୍ଲୀ ମେଡିକାଲ ଆସୋସିଏସନ୍ (ଡିଏମ୍‌ଏ) ଦ୍ୱାରା ଦାୟର କରାଯାଇଥିବା ଏକ ପିଟିସନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଯୋଗଗୁରୁ ରାମଦେବଙ୍କୁ ନୋଟିସ୍ ଜାରି କରିଛନ୍ତି । କୋଭିଡ୍ ରୋଗୀଙ୍କ ଚିକିତ୍ସାରେ କରୋନିଲ୍‌ର ଉପଯୋଗିତା…