ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସପିଟାଲର ସେ ଆଖି ବୁଜିଛନ୍ତି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ପୂର୍ବତନ ମନ୍ତ୍ରୀ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ…

ଟିକା ନୀତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା, ପଚାରିଲେ ୧୮-୪୪ ବୟସର ଲୋକଙ୍କୁ କାହିଁକି ମାଗଣା ଟିକା…

ନୂଆଦିଲ୍ଲୀ: ଟିକା ନୀତି ଉପରେ ପ୍ରଶ୍ନ ଉଠାଇବା ସହ ସୁପ୍ରିମକୋର୍ଟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ୧୮-୪୪ ବୟସର ହିତାଧିକାରୀଙ୍କୁ କାହିଁକି ମାଗଣା ଟିକା ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମାଗଣା…

କୋଭିଡ୍‌-୧୯ର ତୃତୀୟ ଲହରୀ ବି ହେବ ଭୟଙ୍କର, ତିନି ମାସ ଯାଏଁ ରହିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦୁର୍ବଳ ହେବାରେ ଲାଗିଥିବା ବେଳେ ତୃତୀୟ ଲହରୀକୁ ନେଇ ଆସିଛି ଛାନିଆ କଲାଭଳି ରିପୋର୍ଟ । ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀ ମଧ୍ୟ ଭୟଙ୍କର ହେବ ଏବଂ ମୃତ୍ୟୁର ତାଣ୍ଡବ ରଚିବ । ତୃତୀୟ ଲହରୀର ତୀବ୍ରତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ…

ଶ୍ରୀଜିଉଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୁରୀ ଏସପି

ପୁରୀ- ଶ୍ରକ୍ଷେତ୍ରରେ ଶ୍ରୀଜିଉଙ୍କ ଆସନ୍ତା ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଛି । ଗତବର୍ଷର ସୁରକ୍ଷା ଢାଂଚା ସଂପର୍କରେ ବିଶ୍ଳେଷଣ କରିଛନ୍ତି ଏସପି କନୱର ବିଶାଲ ସିଂହ । ଶ୍ରୀମନ୍ଦିର ପ୍ରଶାସନର ଏସଓପି ଅନୁସାରେ ହିଁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ସେ…

କୋଭିଡ କଟକଣା ପାଳନ କରାଯାଇ ସଫଳତାର ସହ ଆଗେଇ ଚାଲିଛିି ରଥନିର୍ମାଣ କାର୍ଯ୍ୟ

ପୁରୀ- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରୁଖୁରୁରେ ଆଗେଇ ଚାଲିଛି ରଥନିର୍ମାଣ କାର୍ଯ୍ୟ । ରଥଖଳାରେ ୧୮୦ରୁ ଅଧିକ ରଥନିର୍ମାଣ ସେବକ ଏଥିପାଇଁ ନିୟୋଜିତ ହୋଇଛନ୍ତି । ସମସ୍ତଙ୍କୁ ନିଳାଦ୍ରୀ ଭକ୍ତ ନିବାସରେ ରଖାଯାଇଛି । ସେମାନଙ୍କୁ ସବୁ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି ବୋଲି ଶ୍ରୀମନ୍ଦିର…

ବିଜେପିରେ ସାମିଲ ହୋଇଥିବା ତୃଣମୂଳ କଂଗ୍ରେସ ନେତାଙ୍କ ହେବ ଘରବାହୁଡ଼ା

କୋଲକାତା: ବିଧାନସଭା ନିର୍ବାଚନର ମାସକ ପରେ ଦଳ ଡେଇଁ ବିଜେପିରେ ସାମିଲ ହୋଇଥିବା ବିଦ୍ରୋହୀ ନେତା ପୁଣି ତୃଣମୂଳ କଂଗ୍ରେସକୁ ଫେରିବାକୁ ମନ ବଳାଇଛନ୍ତି । ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଓ ମୁକୁଳ ରୟଙ୍କ ଭଳି ହେଭିୱେଟଙ୍କ ସହ ବହୁ ସଂଖ୍ୟକ ନେତା ତୃଣମୂଳ କଂଗ୍ରେସ ଛାଡ଼ି…