ଟି୨୦ ବିଶ୍ୱକପ ଉପରେ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ୍ ୨୮ ଯାଏଁ ସମୟ ଦେଲା ଆଇସିସି

ନୂଆଦିଲ୍ଲୀ : ଭାରତରେ ଟି୨୦ ବିଶ୍ୱକପ୍ ହେବ ନା ୟୁଏଇ ସ୍ଥାନାନ୍ତର କରାଯିବ ସେନେଇ ନିଷ୍ପତ୍ତି ନେବାକୁ ବିସିସିଆଇକୁ ଜୁନ୍ ୨୮ ଯାଏଁ ସମୟ ଦେଇଛି ଆଇସିସି । ଭାରତରେ କୋଭିଡ୍‌-୧୯ ସ୍ଥିତି ଯୋଗୁଁ ଏହି ମେଗା ଇଭେଣ୍ଟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମଙ୍ଗଳବାର ଅନଲାଇନ୍ ମାଧ୍ୟମରେ…

ଚଳିତବର୍ଷ ଦେଶରେ ସ୍ୱାଭାବିକ ବା ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଓଡିଶାରେ ବି ଭଲ ବର୍ଷିବ

ନୂଆଦିଲ୍ଲୀ - ଚଳିତବର୍ଷ ସ୍ୱାଭାବିକ ବା ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ର ଭାରତ ଓ ଓଡିଶାରେ ଭଲ ବର୍ଷା ହେବ । ଆସନ୍ତା ୩ ତାରିଖରେ କେରଳରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ଓଡିଶାରେ ରଜ ପରେ ପ୍ରବେଶ କରିବ ମୌସୁମୀ ।…

ଦେଶବ୍ୟାପୀ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ –ଦେଶବ୍ୟାପୀ ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ଦେଶରେ କୋରୋନା ସ୍ଥିତିକୁ ଦେଖି କେନ୍ଦ୍ର ସରକାର ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ପ୍ରସଙ୍ଗରେ ବ୍ୟାପକ…

ସ୍ୱତନ୍ତ୍ର ବିଭାଗ ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି, ବିଭାଗ ପୃଥକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ଅନୁମୋଦନ

ଭୁବନେଶ୍ୱର- ଆଜିଠାରୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହୋଇଛି ‘ମିଶନ ଶକ୍ତି’ ବିଭାଗ । ମହିଳା ଓ ଶିଶୁ କଲ୍ୟାଣ ବିଭାଗଠାରୁ ଅଲଗା ହେଲା ମିଶନ ଶକ୍ତି । ବିଭାଗ ପୃଥକୀକରଣ କରି ମିଶନ ଶକ୍ତିକୁ ଏକ ଅଲଗା ବିଭାଗ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଥିଲେ । ଆଜି ଏ ନେଇ…

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପରିସ୍ଥିତି ସମୀକ୍ଷା: କୋଭିଡରେ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ…