କୋଭିଡ୍ ସମୟରେ ରୋଗୀଙ୍କୁ ଟେଲି ପରାମର୍ଶ ଯୋଗାଉଛି ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ହେଲ୍ପଲାଇନ୍

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଜିଲ୍ଲା ହେଲ୍ପଲାଇନ୍ ଏବଂ ରାଉରକେଲା କୋଭିଡ୍ ହେଲ୍ପଲାଇନ୍। ଏହା ଜରିଆରେ ବିଭିନ୍ନ ବିଷୟରେ ଲୋକଙ୍କୁ ସୂଚନା ଓ ପରାମର୍ଶ ଦିଆଯାଉଛି। ବିଶେଷକରି ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ…

ଏଲୋପାଥି ନେଇ ରାମଦେବଙ୍କ ମନ୍ତବ୍ୟ ପ୍ରତିବାଦରେ ରେସିଡେଣ୍ଟ୍ ଡାକ୍ତର ପାଳିଲେ କଳା ଦିବସ

ନୂଆଦିଲ୍ଲୀ: ଏଲୋପାଥି ଚିକିତ୍ସା ନେଇ ଯୋଗଗୁରୁ ରାମଦେବଙ୍କ ମନ୍ତବ୍ୟର ପ୍ରତିବାଦରେ ଦିଲ୍ଲୀ ସମେତ ଦେଶର ଅନେକ ସହରରେ ରେଡିଡେଣ୍ଟ ଡାକ୍ତରମାନେ ଆଜି କଳା ଦିବସ ପାଳିଛନ୍ତି । ଫେଡେରେସନ୍ ଅଫ୍ ରେସିଡେଣ୍ଟ୍ ଡକ୍ଟର୍ସ ଆସୋସିଏସନ୍ ପକ୍ଷରୁ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ରାମେଦବଙ୍କ…

ବ୍ଲାକ୍ ଫଙ୍ଗସ୍ ଇଞ୍ଜେକ୍ସନ ‘ଆମ୍ଫୋଟେରିସିନ’ର ରପ୍ତାନୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍‌ର ଚିକିତ୍ସାରେ ବ୍ୟବହାର ହେଉଥିବା ଇଞ୍ଜେକ୍ସନ୍ ‘ଆମ୍ଫୋଟେରିସିନ-ବି’ର ରପ୍ତାନୀ ଉପରେ କେନ୍ଦ୍ର ସରକାର କଟକଣା ଲଗାଇଛନ୍ତି । ଏନେଇ ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି, ଯେଉଁଥିରେ…

ନନ୍ଦକିଶୋର : ଓଡିଶା ମହିଳା ଫୁଟବଲ୍‌ର କିମ୍ବଦନ୍ତୀ ପୁରୁଷ

ବିଜନ କୁମାର ମହାପାତ୍ର ନନ୍ଦକିଶୋର ପଟ୍ଟନାୟକଙ୍କ ଦେହାନ୍ତ ସହ ଓଡିଶା କ୍ରୀଡା ଜଗତରେ ଏକ ଯୁଗର ଅବସାନ ହୋଇଛି । କୋଭିଡ ସହ ସଂଘର୍ଷରେ ହାରିଯାଇଛନ୍ତି ନନ୍ଦକିଶୋର । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ମହିଳା ଫୁଟବଲ୍ ତାରକା ସୃଷ୍ଟି କରି ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲେ ନନ୍ଦକିଶୋର…

ମେ ମାସ ଲକଡାଉନରେ ରାଜ୍ୟରେ ବଢିଛି ସାଇବର କ୍ରାଇମ

ଭୁବନେଶ୍ୱର- ଗତ ମେ ମାସରେ ଲକଡାଉନ ବେଳେ ସାଇବର କ୍ରାଇମ ବଢିଛି । ମେ ମାସରେ ରାଜ୍ୟରେ ୧ କୋଟି ୪୦ ଲକ୍ଷ ଟଙ୍କା ଠକେଇ ହୋଇଛି । କେବଳ ଭୁବନେଶ୍ୱରରେ ୭୦ ଲକ୍ଷ ୭୮ ହଜାର ଟଙ୍କା ଠକିଛନ୍ତି ସାଇବର ଅପରାଧୀ । ଠକଙ୍କଠାରୁ ୧୨ ଲକ୍ଷ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ…

ନୂଆପଡ଼ାରେ ନିୟନ୍ତ୍ରଣକୁ ଆସିଲା କରୋନା, ଲକଡାଉନରେ ସାମାନ୍ୟ କୋହଳ

ନୂଆପଡା : ଦ୍ବିତୀୟ ଲହରରେ ଛତିଶଗଡ ରାଜ୍ୟର ଅନ୍ୟତମ ହଟସ୍ପଟରେ ପରିଣତ ହୋଇଥିଲା । ଆଉ ଛତିଶଗଡ ପାଇଁ ହିଁ ସାରା ପଶ୍ଚିମ ଓଡିଶାରେ ସଂକ୍ରମଣ ବେକାବୁ ସ୍ଥିତିକୁ ଆସିଥିଲା । ବିଶେଷ କରି ଛତିଶଗଡ଼ ସୀମାନ୍ତରେ ଥିବା ଜିଲ୍ଲା ଗୁଡିକର ସ୍ଥିତି ଅଧିକ ବିପନ୍ନ ହୋଇଥିଲା । ତେବେ , ସଫଳ ରଣନୀତି ଏବଂ…

କୋଭିଡରେ ଆଖି ବୁଜିଲେ ବେଲଗୁଣ୍ଠା ବ୍ଲକ୍ ଉଡରା ସରପଂଚ ଟୁକୁନା ସାମଲ

ବ୍ରହ୍ମପୁର- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଉଡରା ସରପଂଚ ଟୁକୁନା ସାମଲଙ୍କ ପରଲୋକ ହୋଇଯାଇଛି । ସେ କିଛି ଦିନ ହେବ କୋରୋନାରେ ଆକ୍ରାନ୍ତ ଥିଲେ । ବ୍ରହ୍ମପୁର ଟାଟା କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ଟୁକୁନା । ୧୫ ଦିନ ତଳେ ଅକ୍ସିଜେନ ସ୍ତର ହ୍ରାସ ହେବାରୁ ଟୁକୁନାଙ୍କୁ ପ୍ରଥମେ…