ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ 

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ।ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ସ୍ବର୍ଗତ ରାଉତରାୟ ଙ୍କୁ ଜଣେ ଲୋକପ୍ରିୟ ରାଜନେତା ତଥା ଅମାୟିକ ବ୍ୟକ୍ତିତ୍ବ ଭାବରେ ବର୍ଣନା କରିଛନ୍ତି।ଦଳ…

ନବୀନଙ୍କ ଟିକା ପ୍ରସ୍ତାବକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର- ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ର୍‌ସ୍ତାବକୁ ସମର୍ଥନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଟିକାକରଣ ମାମଲାରେ ରାଜ୍ୟଗୁଡିକୁ ଅଧିକ କ୍ଷମତା ସହ କେନ୍ଦ୍ରସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟକୁ ଯୋଗାଇବା ନେଇ ନବୀନଙ୍କ ପ୍ରସ୍ତାବକୁ…

ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ହସପିଟାଲର ସେ ଆଖି ବୁଜିଛନ୍ତି । କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ ପୂର୍ବତନ ମନ୍ତ୍ରୀ । ସ୍ୱାସ୍ଥ୍ୟ, ଜଙ୍ଗଲ ଓ ପରିବେଶ ବିଭାଗ…

ଟିକା ନୀତି ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ସମାଲୋଚନା, ପଚାରିଲେ ୧୮-୪୪ ବୟସର ଲୋକଙ୍କୁ କାହିଁକି ମାଗଣା ଟିକା…

ନୂଆଦିଲ୍ଲୀ: ଟିକା ନୀତି ଉପରେ ପ୍ରଶ୍ନ ଉଠାଇବା ସହ ସୁପ୍ରିମକୋର୍ଟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ୧୮-୪୪ ବୟସର ହିତାଧିକାରୀଙ୍କୁ କାହିଁକି ମାଗଣା ଟିକା ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କୁ ମାଗଣା…

କୋଭିଡ୍‌-୧୯ର ତୃତୀୟ ଲହରୀ ବି ହେବ ଭୟଙ୍କର, ତିନି ମାସ ଯାଏଁ ରହିବ: ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କୋଭିଡ୍‌-୧୯ର ଦ୍ୱିତୀୟ ଲହରୀ ଦୁର୍ବଳ ହେବାରେ ଲାଗିଥିବା ବେଳେ ତୃତୀୟ ଲହରୀକୁ ନେଇ ଆସିଛି ଛାନିଆ କଲାଭଳି ରିପୋର୍ଟ । ଦ୍ୱିତୀୟ ଲହରୀ ଭଳି ତୃତୀୟ ଲହରୀ ମଧ୍ୟ ଭୟଙ୍କର ହେବ ଏବଂ ମୃତ୍ୟୁର ତାଣ୍ଡବ ରଚିବ । ତୃତୀୟ ଲହରୀର ତୀବ୍ରତା ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ…