ଚଳିତବର୍ଷ ଦେଶରେ ସ୍ୱାଭାବିକ ବା ଅଧିକ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ, ଓଡିଶାରେ ବି ଭଲ ବର୍ଷିବ
ନୂଆଦିଲ୍ଲୀ - ଚଳିତବର୍ଷ ସ୍ୱାଭାବିକ ବା ଅଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ର ଭାରତ ଓ ଓଡିଶାରେ ଭଲ ବର୍ଷା ହେବ । ଆସନ୍ତା ୩ ତାରିଖରେ କେରଳରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ହେଲେ ଓଡିଶାରେ ରଜ ପରେ ପ୍ରବେଶ କରିବ ମୌସୁମୀ ।…