କେକ୍ କାଟି, ଜନ୍ମଦିନ ପାଳି କୋଭିଡ୍ ରୋଗୀଙ୍କୁ ଡିସଚାର୍ଜ

କରେନା ସଙ୍କଟ କାଳରେ ଅଧିକ ନିରାଶାଜନକ ଖବର ଶୁଣିବାକୁ ମିଳୁଥିବା ବେଳେ ମଝିରେ ମଝିରେ କିଛି ଆଶ୍ୱସ୍ତ କରିଦେବା ଭଳି ତଥା ସକରାତ୍ମକ ଭାବନା ସୃଷ୍ଟି କରିବା ଭଳି ଖବର ମଧ୍ୟ ଆସୁଛି। ଏମିତି ଏକ ଖବର ବ୍ରହ୍ମପୁର ଜନନା ହସ୍ପିଟାଲରେ ଚାଲିଥିବା ଡେଡିକେଟେଡ୍ କୋଭିଡ୍ ହେଲଥ୍ ସେଣ୍ଟର (ଡିସିଏଚସି)…