ଆଜି ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ, ୫ଟି ଜିଲ୍ଲାରେ ବାତ୍ୟା ମୁକାବିଲା ସୁପରିଚାଳନା ପାଇଁ…

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ବାତ୍ୟା ୟଶ୍‌ର ମୁକାବିଲା ପ୍ରସ୍ତୁତି ସଂପର୍କରେ ସେ କହିପାରନ୍ତି ବୋଲି ଆଶା କରାଯାଉଛି । ଏଣେ ବାତ୍ୟା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହେବାକୁ ଥିବା ୫ଟି ଜିଲ୍ଲାର ମୁକାବିଲା…

ୟଶ ମୁକାବିଲା ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହ ମନ୍ତ୍ରୀ

ଭୁବନେଶ୍ୱର- ବାତ୍ୟା ୟଶର ମୁକାବିଲା ପ୍ରସ୍ତୁତି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଏସଆରସି ଓ ଅନ୍ୟ ଅଧିକାରାମୀନେ ଏହି ଆଲୋଚନା ବେଳେ ଉପସ୍ଥିତ ରହିବେ । ବାତ୍ୟା ୟଶ ଅତି ଭୀଷଣ…

ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳରେ ଘର ଘର ବୁଲି କୋରୋନା ଯାଞ୍ଚ ଅଭିଯାନ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ଗ୍ରାମାଂଚଳ ଓ ସହରାଂଚଳର ବସ୍ତିରେ କୋରୋନା ଯାଂଚ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଶା ଓ ଅଙ୍ଗନବାଡ କର୍ମୀ ଘର ଘର ଯାଇ ପ୍ରତି ପରିବାରର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ଜ୍ୱର ପରୀକ୍ଷା କରିବା ସହ କୋଭିଡ…

ବାତ୍ୟାରେ ପରିଣତ ହେଲା ଲଘୁଚାପ, ଆସନ୍ତା ୨୪ ଘଣ୍ଟାରେ ଅତି ଭୀଷଣ ବାତ୍ୟାର ରୂପ ନେବ, ୨୬ରେ ଲ୍ୟାଣ୍ଡଫଲ୍

‌ଭୁବନେଶ୍ୱର- ବାତ୍ୟାରେ ପରିଣତ ହୋଇଛି ବଙ୍ଗୋସସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହି ବାତ୍ୟାର ନାଁ ହେଉଛି ୟଶ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୨୬ ତାରିଖରେ ବାତ୍ୟା ୟଶ ପାରାଦୀପ ଓ ସାଗର…

ବାତ୍ୟା ପାଇଁ ୧୦ଟି ଜିଲ୍ଲାରେ ଲକଡାଉନ କୋହଳ ସମୟ ଦୁଇ ଘଂଟା ବଢିଲା, ୭ଟାରୁ ଦିନ ଗୋଟାଏ ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର- ବାତ୍ୟା ପରିପ୍ରେକ୍ଷୀରେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ,କେନ୍ଦୁଝର,ପୁରୀ, ଯାଜପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲକଡାଉନରେ ଅଧିକ ଦୁଇ ଘଂଟା ସମୟ ଦିଆଯିବ । ଆଜି ଓ ଆସନ୍ତାକାଲି ଏସବୁ ଜିଲ୍ଲାରେ…

ସମ୍ବଲପୁର: ରକ୍ତ ଦେଇ ୨ ଗୁରୁତରଙ୍କ ଜୀବନ ବଞ୍ଚାଇଲେ ଦୁଇ ପୁଲିସ କର୍ମଚାରୀ

ସମ୍ବଲପୁର : ସମ୍ବଲପୁର ପୁଲିସ ପୁଣି ଥରେ ତାର ମଣିଷପଣିଆର ନିଦର୍ଶନ ପ୍ରମାଣିତ କରିଛି । ଗୁରୁତର ଅବସ୍ଥାରେ ଚିକିସ୍ଥିତ ହେଉଥିବା ୨ ରୋଗୀଙ୍କୁ ତୁରନ୍ତ ରକ୍ତ ଦେବା ପାଇଁ ଜଣେ ମହିଳା ପୁଲିସ କର୍ମଚାରୀଙ୍କ ସମେତ ୨ କର୍ମଚାରୀ ଆଗେଇ ଆସିଛନ୍ତି । ଠିକଣା ସମୟରେ ରକ୍ତ ଦେଇ ଏହି ଦୁଇ କର୍ମଚାରୀ ୨…