ରାଜ୍ୟରେ ଦିନକରେ ୬ ହଜାର ୭୩୬ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାରରୁ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଂଟାରେ ରାଜ୍ୟରେ ୬ ହଜାର ୭୩୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୩ ହଜାର ୭୭୪ ଓ ସ୍ଥାନୀୟ ଅଂଚଳରୁ ୨ ହଜାର ୯୬୨ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୭୮୮, ସୁନ୍ଦରଗଡରୁ ୭୨୦,…

ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ

ଭୁବନେଶ୍ୱର- ଜଣାଶୁଣା ଓଡିଆ ସଂଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । କିଛି ଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ଏସସିବି କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତୋ ବିନା ମୋ କାହାଣୀ ଅଧା,…

ରହସ୍ୟଜନକ ଭାବେ ନିଖୋଜ ହେବାର ତିନି ଦିନ ପରେ ଡୋମିନିକାରେ ଧରାପଡିଲେ ମେହୁଲ ଚୋକସି 

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ସ୍କାମ ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସି ଡୋମିନିକାରେ ଧରାପଡିଛନ୍ତି। ଆଣ୍ଟିଗୁଆ ଗଣମାଧ୍ୟମ ଅନୁଯାୟୀ ୬୨ ବର୍ଷିୟା ଚୋକସି ଡୋମିନିକା ଠାରୁ କ୍ୟୁବା ପଳାଇବାକୁ ଯୋଜନା କରିଥିଲେ।‌ ଏହି ସମୟରେ ତାଙ୍କୁ ସିଆଇଡି ଧରିଥିଲା।…

କରୋନା ଅପଡେଟ୍‌: ଭାରତରେ ଆଉ ୨.୧୧ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ, ୩୮୪୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ମଧ୍ୟ ମୃତ୍ୟୁର ତାଣ୍ଡବ ଥମିନି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨ ଲକ୍ଷ ୧୧ ହଜାର ୨୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ମୃତ୍ୟୁ ସଂଖ୍ୟା କିନ୍ତୁ ଚାରି ହଜାର ପାଖାପାଖି ରହିଛି । ଦିନକରେ ଏହି ରୋଗରେ ପୁଣି ୩୮୪୭…

ଅପରାହ୍ନରେ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିବେ । ଆଜି ଅପରାହ୍ନରେ ବାତ୍ୟାଚଂଳ ପରିଦର୍ଶନ କରିବେ ମୁଖମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଜଳବନ୍ଦୀ ଗାଁର ସବୁ ପରିବାରକୁ ୭ ଦିନ ରିଲିଫ ଯୋଗାଇବା ପାଇଁ…

କୋଭିଡ୍ ଲାଗି ପଛିମ୍ ଉଡ଼ିଶାର୍ ୧୧ ଜିଲାକେ ଖାସ୍ ସାହାଯ୍

ସମ୍ବଲପୁର : ପଛିମ୍ ଉଡିଶାର୍ ୧୧ ଜିଲ୍ଲାର କୋଭିଡ୍ ଲଢେଇ ଲାଗି ପଶ୍ଚିମ ଓଡିଶା ବିକାଶ ପରିଷଦ୍ ପାଣ୍ଠି ନୁ ଅଲଗ୍ କରି ଅନୁଦାନ୍ ର ବ୍ୟବସ୍ଥା ହେଇଛେ । ଦିନାଦେ ଆଘୋନୁ ଇତାର୍ ଘୋଷନା ହେଇଥିଲା । ଇହାଦେ ଇ ସବୁ ଜିଲା କେ କୋଭିଡର ବରକସ୍ ଚିକିତ୍ସା ଲାଗିଁ ରାଏଜ୍ ସରକାରର୍ ଔଷଧ ନିଗମ୍ ସବୁ…

ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାକୁ ଆର୍ଥିକ ସହାୟତା

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ଉତ୍କୃଷ୍ଟ କୋଭିଡ୍ ପରିଚାଳନା ନିମନ୍ତେ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ଓ ଉପକରଣ ଓଡ଼ିଶା ଔଷଧ ନିଗମ ଯୋଗାଇବ । ଏ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଯେହେତୁ ରାଜ୍ୟ ସରକାରଙ୍କ ତରଫରୁ ଏହି ନିଗମ…