କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ନ ଥିବାରୁ ଡ୍ରାଇଭ ଇନ୍ ଓ ଘରେ ଟିକାକରଣକୁ ମନା କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଡ୍ରାଇଭ ଇନ୍ ଓ ଘରେ ଯାଇ ଟିକାକରଣକୁ ମନା କରିଛନ୍ତି ରାଜ୍ୟ ସରକାର । ଏ ନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ଏସିଏସ ପ୍ରଦୀପ୍ତ ମହାପାତ୍ର । ଭାରତ ସରକାରଙ୍କ ଗାଇଡଲାଇନରେ ଏପରି ବ୍ୟବସ୍ଥା ନାହିଁ । ତେଣୁ ଏ ଭଳି କାର୍ଯ୍ୟକ୍ରମ ନ କରିବା ପାଇଁ…

ଉଦାହରଣ ସାଜିଛି ନବୀନଙ୍କ ‘ସହଭାଗିତା ମଡେଲ୍’

ଲେଖକ : ପ୍ରତିଭା ନେପାକ କରୋନା ମହାମାରୀକୁ ହରାଇବା ପାଇଁ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି। ସେ ପ୍ରବାସୀଙ୍କ କଥା କୁହନ୍ତୁ କି ରୋଗୀ, ଚିକିତ୍ସା କଥା କୁହନ୍ତୁ ଜୀବନ ଜୀବିକା କଥା... ରାଜ୍ୟ ସରକାର ସମାଜର ସବୁ ବର୍ଗର ଲୋକଙ୍କ ପ୍ରତି ସମୁଚିତ ନଜର ଦେଇ ନାନା ପଦକ୍ଷେପ ଗ୍ରହଣ…

ପୁଣି ବଦଳିଲା ଟିକାକରଣ ଗାଇଡ୍ ଲାଇନ୍‌, କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ତିନି ମାସ ପରେ ନେବେ ଟିକା

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ନେଇ ଗାଇଡ୍ ଲାଇନ୍‌ରେ ପୁଣି ପରବର୍ତ୍ତନ କରାଯାଇଛି । ଏଣିକି କରୋନା ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ତିନି ମାସ ପରେ ଟିକା ନେବେ । ଏନେଇ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭାକ୍ସିନ ଆଡମିନିଷ୍ଟ୍ରେସନ୍ (ଏନ୍‌ଇଜିଭିଏଏସ୍‌) କରିଥିବା ସୁପାରିସକୁ କେନ୍ଦ୍ର…

‘ତୌକତେ’ ପ୍ରଭାବ: ଜାହାଜ ‘ପି-୩୦୫’ରେ ଉପସ୍ଥିତ ଲୋକଙ୍କ ମଧ୍ୟରୁ ୨୨ ମୃତ, ୬୫ ନିଖୋଜ

ମୁମ୍ବାଇ: ସାମୁଦ୍ରିକ ଝଡ଼ ‘ତୌକତେ’ କାରଣରୁ ଆରବ ସାଗରରେ ଫସିଥିବା ନୌସେନାର ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ କୋଚି ବାର୍ଜ ‘ପି-୩୦୫’ର ୧୩୫ ଲୋକଙ୍କୁ ଉଦ୍ଧାର କରାଯାଇ ମୁମ୍ବାଇ ଅଣାଯାଇଛି । ବାତ୍ୟା ‘ତୌକତେ’ ଯୋଗୁଁ ଏହି ଜାହାଜ ଆରବ ସାଗରରେ ବୁଡ଼ି ଯାଇଥିଲା । ଏଥିସହ ଏଥିରେ ଉପସ୍ଥିତ ଥିବା ୨୨ ଜଣ…

ଗୁଜରାଟରେ ବାତ୍ୟା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି, ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦି

ଅହମ୍ମଦାବାଦ: ପ୍ରଳୟଙ୍କରୀ ବାତ୍ୟା ‘ତୌକତେ’ ପ୍ରଭାବରେ ଗୁଜରାଟରେ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସବୁ ମୃତ୍ୟୁ ମାମଲା ରେକର୍ଡ କରାଯାଇଛି । ବାତ୍ୟା ‘ତୌକତେ’ରେ ସୌରାଷ୍ଟ୍ର ଅଞ୍ଚଳ ସର୍ବାଧିକ ପ୍ରଭାବିତ ହୋଇଛି । ଏହା ଅଧୀନ ଅମ୍ରେଲିରେ ୧୫ ଜଣ…