କୋରୋନା ମୁକାବିଲା : କୋଭିଡ ଆକ୍ରାନ୍ତ ଶିଶୁଙ୍କ ତଦାରଖ ପାଇଁ ଗଠନ ହେଲା ସ୍ୱତନ୍ତ୍ର କମିିଟି

ଭୁବନେଶ୍ୱର- କୋଭିଡ ଆକ୍ରାନ୍ତ ଶିଶୁଙ୍କ ପର୍ଯ୍ୟବେକ୍ଷଣ ଲାଗି କମିଟି ଗଠନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗଠିତ ୮ ଜଣିଆ କମିଟିରେ ଡିଏମଇଟି ଅଧ୍ୟକ୍ଷ ରହିଛନ୍ତି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କମିଟିର ଆବାହକ ଅଛନ୍ତି । ଶିଶୁଙ୍କ କ୍ଷେତ୍ରରେ ସଂକ୍ରମଣ…

ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍ପ ଡେସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର- ରାଜ୍ୟର ସବୁ କୋଭିଡ ହସପିଟାଲରେ ହେଲ୍‌ପ ଡେସ୍କ ରହିବା ବାଧ୍ୟତାମୂଳକ କରାଯାଇଛି । ସବୁ ସରକାରୀ ଓ ଘରୋଇ ହସପିଟାଲରେ ହେଲ୍ପ ଡେସ୍କ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସପ୍ତାହ ସାରା ହେଲ୍ପ ଡେସ୍କଗୁଡିକ ୨୪ ଘଂଟିଆ କାମ କରିବ । ହେଲ୍ପ ଡେସ୍କର ଟୋଲ୍ ଫ୍ରି ନମ୍ବରକୁ…

ଶ୍ରୀମନ୍ଦିରରେ ଜୁନ୍ ୧୫ ଯାଏଁ ବଢିଲା ଭକ୍ତଙ୍କ ପ୍ରବେଶ କଟକଣା

ପୁରୀ- ଶ୍ରୀମନ୍ଦିରରେ ଜୁନ୍ ୧୫ ତାରିଖ ଯାଏଁ ଭକ୍ତଙ୍କ ପ୍ରବେଶ କଟକଣା ବୃଦ୍ଧି କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବୃଦ୍ଧି କରାଯାଇଛି । କୋରୋନା ସ୍ଥିତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ସମୀକ୍ଷା ବୈଠକ ପରେ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ କଟକଣା…

ଅତି ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେଲା ‘ତୌକତେ’, ଗୁଜରାଟ ପାଇଁ ୟେଲୋ ଆଲର୍ଟ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ତୌକତେ’ ଉଗ୍ର ହେଉଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ‘ତୌକତେ’ ଏବେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି ଏବଂ ଗୁଜରାଟ ଉପକୂଳ ଆଡକୁ ମାଡ଼ି ଆସୁଛି । ‘ତୌକତେ’ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଗୁଜରାଟ ଉପକୂଳର ନିକଟତର…