ଗଞ୍ଜାମ: ସଚେତନତା ସୃଷ୍ଟିରେ ଅଗ୍ରଣୀ

ବ୍ରହ୍ମପୁର: କରୋନା ମହାମାରୀ ମୁକାବିଲାରେ ସତର୍କତାକୁ ଯେତିକି ଗୁରୁତ୍ବ ଦିଆଯାଉଛି, ସେ ନେଇ ସଚେତନତା ମଧ୍ୟ ସେତିକି ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଏମିତିରେ ତ ପ୍ରଶାସନ ଦ୍ବାରା କରୋନା ପ୍ରତିକାର ଦୃଷ୍ଟିରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଜାଗ କରାଯାଉଛି, ତେବେ ଗଞ୍ଜାମ ଜିଲ୍ଲାରେ…

ମୋଦି ବିରୋଧୀ ପୋଷ୍ଟର ମାମଲାରେ ୧୨ ଗିରଫ

ନୂଆଦିଲ୍ଲୀ: କୋଭିଡ୍ ପରିଚାଳନା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟର ମାମଲାରେ ଦିଲ୍ଲୀ ପୋଲିସ୍ ୧୨ ଜଣ ଲୋକଙ୍କୁ ଗିରଫ କରିଛି । ଗତ କିଛିଦିନ ଧରି ରାଜଧାନୀ ନଗରୀର ବିଭିନ୍ନ ସ୍ଥାନରେ ମୋଦି ବିରୋଧୀ ପୋଷ୍ଟର ଲାଗିଥିବା…

କୋରୋନା ମୁକାବିଲା ପାଇଁ ଉଚ୍ଚ କ୍ଷମତା ସଂପନ୍ନ ଉପଦେଷ୍ଟା କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ୱର- କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଉଚ୍ଚ କ୍ଷମତା ସଂପନ୍ନ ଉପଦେଷ୍ଟା କମିଟି ଗଠନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି ଆଗାମୀ ଲହର ପାଇଁ ପ୍ରସ୍ତୁତି ଉପରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ । ଏହାଛଡା ଟିକାକରଣ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପରେ ବି କମିଟି…

ଶକ୍ତିଶାଳୀ ହେଉଛି ବାତ୍ୟା ‘ତଉକତେ’, ଗୁଜରାଟରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ବାତ୍ୟା ‘ତଉକତେ’ ଦୃଷ୍ଟିରୁ ଭାରତୀୟ ପାଣିପାଗ ବିଭାଗ ହାଇ ଆଲର୍ଟ ଜାରି କରିଛି । ଆରବ ସାଗରରେ ସୃଷ୍ଟ ଏହି ବାତ୍ୟା ମେ ୧୭ରେ ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ଏବଂ ମେ ୧୮ରେ ଏହା ଗୁଜରାଟ ଉପକୂଳରେ ମାଡ଼ ହେବ । ‘ତଉକତେ’ ଦୃଷ୍ଟିରୁ ଗୁଜରାଟ ସମେତ ସବୁ ପଶ୍ଚିମ ଭାରତର…