ଦିଲ୍ଲୀରେ ଆଉ ସପ୍ତାହକ ପାଇଁ ବଢ଼ିଲା ଲକ୍ଡାଉନ୍
ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ଦିଲ୍ଲୀରେ ଲକ୍ଡାଉନ୍ ଅବଧି ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ରାଜଧାନୀ ନଗରୀରେ ମେ ୨୪ ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି ରହିବ । ଲକ୍ଡାଉନ୍ ସମ୍ବନ୍ଧୀୟ ଗାଇଡ୍ ଲାଇନ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ । ପୂର୍ବଭଳି ସବୁ କଟକଣା ଲାଗୁ ହେବ ।…