ରାଜ୍ୟରେ ଫିଲ୍ମ ଓ ସିରିଏଲର ଉଭୟ ଆଉଟଡୋର୍‌, ଇଣ୍ଡୋର ସୁଟିଂ ଉପରେ କଟକଣା

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଫିଲ୍ମ ଓ ସିରିଏଲ ସୁଟିଂ ଉପରେ ରୋକ୍ ଲଗାଇଛନ୍ତି । ଫିଲ୍ମ ଓ ସିରିଏଲର ଉଭୟ ଆଉଟଡୋର୍ ଓ ଇନଡୋର୍ ସୁଟିଂ ହୋଇପାରିବ ନାହିଁ । ଏ ସଂପର୍କରେ ଏସଆରସିଙ୍କ ପକ୍ଷରୁ ଅଧିସୂଚନା ଜାରି ହୋଇଛି । ପଶ୍ଚିମବଙ୍ଗରେ ସୁଟିଂ ସେଟରୁ…

ରାଜ୍ୟରେ ଦିନକରେ ୧୧ ହଜାର ୭୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୭୨୦

ଭୁବନେଶ୍ୱର – ରାଜ୍ୟରେ ଦିନକରେ ୧୧ ହଜାର ୭୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬ ହଜାର ୫୬୯ ଓ ସ୍ଥାନୀୟ ଅଂଚଳରୁ ୫ ହଜାର ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୧୦, କଟକରୁ ୮୭୦, ଅନୁଗୁଳରୁ ୭୦୦, ସୁନ୍ଦରଗଡରୁ ୬୪୧,…

ଲକଡାଉନ୍ ବେଳେ ରାହା ଦେଖାଇଲା ମିଶନଶକ୍ତି, ମାଛ ଚାଷ ଆଣିଲା ମହିଳାଙ୍କ ହସ

ସମ୍ବଲପୁର : କରୋନା ମହାମାରୀ ପାଇଁ ଜୀବନ ଜୀବିକା ଘୋର ପ୍ରଭାବିତ ହୋଇଛି । ବିଶେଷ କରି ଏହି ଦ୍ବିତୀୟ ଲହରରେ ଭୟଙ୍କର ସଂକ୍ରମଣ ହେବା ସହ ଗ୍ରାମାଞ୍ଚଳରେ ଅଧିକ ବ୍ୟାପୁଥିବାରୁ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସୟଂସହାୟକ ଗୋଷ୍ଠୀର…