ଭାରତରେ ଖୁବ୍ ଶୀଘ୍ର ହାଇସ୍ପିଡ଼୍ ଇଣ୍ଟରନେଟ ସେବା ଆରମ୍ଭ କରିବ ଏଲନ୍ ମସ୍କଙ୍କ କମ୍ପାନୀ ‘ଷ୍ଟାରଲିଙ୍କ୍’

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ୍ ମସ୍କଙ୍କ ରକେଟ୍ କମ୍ପାନୀ ସ୍ପେସ୍ଏକ୍ସର ଏକ ସହଯୋଗୀ 'ଷ୍ଟାରଲିଙ୍କ' ଭାରତରେ ନିଜର ପଞ୍ଜିକରଣ କରିଛି। ଏହି କମ୍ପାନୀ ଉପଗ୍ରହ ମାଧ୍ୟମରେ ଇଣ୍ଟରନେଟ୍ ସୁବିଧା ଯୋଗାଇଥାଏ | ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବା…

ଦିନିକିଆ ଅଧିନାୟକ ପଦରୁ ବିଦା ହୋଇପାରନ୍ତି କୋହଲି

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଭାରତର ଫ୍ଲପ୍ ଶୋ' ପରେ ଏବେ ବିରାଟ କୋହଲିଙ୍କ ଦିନିକିଆ ଅଧିନାୟକ ପଦ ଟଳମଳ ହେବାରେ ଲାଗିଛି । ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିିରିଜ୍ ପାଇଁ ଦଳ ଚୟନ ସଂକ୍ରାନ୍ତରେ ବିସିସିଆଇ ଅଧିକାରୀ ଓ ଜାତୀୟ ଚୟନକର୍ତ୍ତାଙ୍କ ମଧ୍ୟରେ ଆସନ୍ତା…

ଶ୍ରୀନଗର-ଶାରଜା ଫ୍ଲାଇଟ୍ ପାଇଁ ନିଜ ଆକାଶ ସୀମା ବ୍ୟବହାର କରିବାକୁ ମନା କଲା ପାକିସ୍ତାନ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଶ୍ରୀନଗରରୁ ୟୁଏଇର ଶାରଜା ଅଭିମୁଖେ ବିମାନସେବା ପାଇଁ ପାକିସ୍ତାନ ଏହାର ଆକାଶସୀମା ବ୍ୟବହାର କରିବାକୁ ମନା କରି ଦେଇଛି। ପାକିସ୍ତାନର ଏହି ଆକ୍ରୋଶମୂଳକ ନିଷ୍ପତ୍ତି ପରେ ଏବେ ଶ୍ରୀନଗରରୁ ଉଡ଼ାଣ ଭରୁଥିବା ବିମାନ ଗୁଡ଼ିକୁ ଉଦୟପୁର, ଅହମ୍ମଦାବାଦ ଏବଂ ଓମାନ ଦେଇ…

ରାଜଧାନୀର ଡବଲ୍ ମର୍ଡର ଘଟଣା, ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଚାପରେ ଥାଇ ସ୍ତ୍ରୀ, ପୁଅକୁ ହତ୍ୟା କରିଥିଲା ଅଭିଯୁକ୍ତ

ଭୁବନେଶ୍ୱର – ରାଜଧାନୀରେ କଳିଙ୍ଗନଗର ଡବଲ୍ ମର୍ଡର ଘଟଣାର ସତ ସାମନାକୁ ଆସିଛି । ପ୍ରଥମେ ସ୍ତ୍ରୀକୁ ହତ୍ୟା କରିବା ପରେ ନାବାଳକ ପୁଅକୁ ହତ୍ୟା କରିଥିଲା ସ୍ୱାମୀ । ଆର୍ଥିକ ବୋଝ ସହି ନ ପାରି ଏଭଳି କାଣ୍ଡ ଘଟାଇଥିଲା ସ୍ୱାମୀ । ଆର୍ଥିକ ସମସ୍ୟା ଯୋଗୁଁ ଅଭିଯୁକ୍ତ ମାନସିକ ଚାପରେ ଥିଲା ।…

ଛଟ୍ ପର୍ବ ପାଇଁ ଗାଇଡଲାଇନ ଜାରି କଲା ସିଏମସି

କଟକ- ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଏକାଠି ନ ହେବାକୁ ବାରଣ କରିଛି ସିଏମସି । ଛଟ୍ ପୂଜା ପାଇଁ କଟକର ବିଭିନ୍ନ ନଦୀଶଯ୍ୟାରେ…

ସଦ୍ୟତମ ଅଧ୍ୟୟନରେ ଦାବି, ଡେଲଟା ଭାରିଆଣ୍ଟ୍ ଉପରେ ୧୦୦% ପ୍ରଭାବୀ ମୋନୋକ୍ଲୋନାଲ ଆଣ୍ଟିବଡି

ନୂଆଦିଲ୍ଲୀ:କରୋନା ମହାମାରୀ ସମ୍ବନ୍ଧରେ ପ୍ରତିଦିନ ନୂଆ ଅଧ୍ୟୟନ କରାଯାଉଛି। ଏପରି ଏକ ସଦ୍ୟତମ ଅଧ୍ୟୟନରୁ ଜଣାପଡିଛି ଯେ ମୋନୋକ୍ଲୋନାଲ ଆଣ୍ଟିବଡି-ଡ୍ରଗ୍ କକଟେଲ୍ କୋଭିଡ-୧୯ର ଡେଲଟା ଭାରିଆଣ୍ଟ ରୋଗୀଙ୍କ ଚିକିତ୍ସା ଓ ଏହି ଭାଇରସ ଜନିତ ମୃତ୍ୟୁର ବିପଦରୁ ୧୦୦% ସୁରକ୍ଷା ଯୋଗାଇଥାଏ।…