ଟି-୨୦ ବିଶ୍ୱକପ: ଆଜି ସ୍କଟଲାଣ୍ଡ ସହ ମୁକାବିଲା, ଆଉ ଏକ ବଡ଼ ବିଜୟ ଲକ୍ଷ୍ୟରେ ଭାରତ

ଦୁବାଇ: ଟିମ୍ ଇଣ୍ଡିଆ ଆଜି ଟି-୨୦ ବିଶ୍ୱକପରେ ସ୍କଟଲାଣ୍ଡକୁ ଭେଟିବ | ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଭାରତକୁ ସ୍କଟଲାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ପଡିବ । ଏହା ବ୍ୟତୀତ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ କିଛି ବଡ଼…

କରୋନା ଅପଡେଟ୍: ଦେଶରେ ଆଉ ୧୨,୭୨୯ ନୂଆ ମାମଲା, ୨୨୧ ମୃତ

ନୂଆଦିଲ୍ଲୀ: ଦେଶରେ ନୂଆ କରୋନା ମାମଲା ସଂଖ୍ୟା ହ୍ରାସ ପାଉଛି। ଶୁକ୍ରବାର ଦିନ ଆଉ ୧୨,୭୨୯ ନୂଆ ମାମଲା ପଞ୍ଜିକୃତ ହୋଇଛି ଏବଂ ଏହି ସମୟ ମଧ୍ୟରେ ୨୨୧ ରୋଗୀଙ୍କର ମୃତ୍ୟୁ ହୋଇଛି। ଦେଶରେ ସୁସ୍ଥ ହାର ବର୍ତ୍ତମାନ ୯୮.୨୩% ରହିଛି, ଯାହା ମାର୍ଚ୍ଚ ୨୦୨୦ ଠାରୁ ସର୍ବାଧିକ । ଗତ ୨୪ ଘଣ୍ଟାରେ…

ଦୀପାବଳିର ଦିନକ ପରେ ଦିଲ୍ଲୀର ବାୟୁର ମାନ ‘ଗମ୍ଭୀର’

ନୂଆଦିଲ୍ଲୀ: ଦୀପାବଳିର ଦିନକ ପରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା ବାୟୁର ମାନ (ଏକ୍ୟୁଆଇ) ବିଗିଡ଼ିଛି । ଏହା 'ଗମ୍ଭୀର' ସ୍ତରରେ ପହଞ୍ଚିଛି। ପ୍ରଦୂଷଣ ମିଟର (ପିଏମ୍) ୨.୫ର ସାନ୍ଧ୍ରତା ସକାଳେ ଦିଲ୍ଲୀର ଜନପଥ ଅଞ୍ଚଳରେ ୬୫୫.୦୭ ରହିଛି | କଟକଣା ସତ୍ତ୍ୱେ ଦିଲ୍ଲୀ-ଏନସିଆରରେ…

ବ୍ରହ୍ମପୁରରେ ପୂର୍ବତନ ସରପଂଚଙ୍କୁ ହତ୍ୟା

ବ୍ରହ୍ମପୁର – ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା କରାଯାଇଛି । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ହତ୍ୟା କରାଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକେ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।…

ରାଜ୍ୟରେ ୨ ଶହ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ , ୧୭୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁମାସ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ୧୮…

ଉପନିର୍ବାଚନର ବାର୍ତ୍ତା

ବିଜନ କୁମାର ମହାପାତ୍ର ଏକ ଗଣତନ୍ତ୍ରରେ ସରକାର ପ୍ରତି ଜନତାଙ୍କ ଆକ୍ରୋଶ ନିର୍ବାଚନରେ ହିଁ ପ୍ରତିଫଳିତ ହୁଏ । ଗଣତାନ୍ତ୍ରିକ ନିର୍ବାଚନ ଜରିଆରେ ହିଁ ସାଧାରଣ ଲୋକ ଶାସକଙ୍କୁ ସନ୍ଦେଶ ଦିଅନ୍ତି । ନିକଟରେ କିଛି ରାଜ୍ୟରେ ବିଧାନସଭା ଓ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନର ଫଳାଫଳରୁ ମଧ୍ୟ…