କରୋନାକୁ ହରାଇଲେ ୧୦୩ ବର୍ଷ ବୟସର ସ୍ବାଧୀନତା ସଂଗ୍ରାମୀ

ବେଙ୍ଗାଲୁରୁ: ଗୋଟିଏ ପଟେ କରୋନା ଦେଶରେ ମୃତ୍ୟୁର ତାଣ୍ଡବ ରଚି ଚାଲିଥିବା ବେଳେ ଅନ୍ୟପଟେ ଏହି ଘାତକ ରୋଗରୁ ବହୁ ଲୋକ ସୁସ୍ଥ ବି ହେଉଛନ୍ତି । ଏହି କ୍ରମରେ ଜଣାଶୁଣା ଗାନ୍ଧୀବାଦୀ ତଥା ସ୍ବାଧୀନତା ସଂଗ୍ରାମୀ ଏଚ୍. ଦୋରେସ୍ବାମୀ ୧୦୩ ବର୍ଷ ବୟସରେ କୋଭିଡକୁ ହରାଇ ଅନ୍ୟ ରୋଗୀଙ୍କ ପାଇଁ ପ୍ରେରଣା…

ଭାରତରେ ଲଞ୍ଚ୍ ହେଲା ରୁଷିଆର କୋଭିଡ ଟିକା ‘ସ୍ପୁଟନିକ୍-ଭି’, ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ରୁଷିଆର କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ଭାରତରେ ଲଞ୍ଚ୍ କରାଯାଇଛି । ଏହାର ମୂଲ୍ୟ ମଧ୍ୟ ଘୋଷଣା ହୋଇଛି । ଭାରତରେ ଏହାର ମାର୍କେଟିଂ କମ୍ପାନୀ ଡକ୍ଟର ରେଡ୍ଡୀସ୍ ଅନୁଯାୟୀ ସ୍ପୁଟନିକ୍ଭି-ଭିର ଗୋଟିଏ ଡୋଜ୍ ପ୍ରାୟ ୧୦୦୦ ଟଙ୍କାରେ ଉପଲବ୍ଧ ହେବ। ଅର୍ଥାତ୍ ଏହି ରୁଷୀୟ ଟିକାର…

ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରୁଛି: ମୋଦି

ନୂୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି। ଆମେ ଏକ ଅଦୃୃଶ୍ୟ ଶକ୍ତି ସହ ଲଢ଼ୁଛୁ । ୧୦୦ ବର୍ଷ ପରେ ଏଭଳି ଏକ ଭୟଙ୍କର ମହାମାରୀ ପ୍ରତି ପଦକ୍ଷେପରେ ବିଶ୍ୱର ଧୈର୍ଯ୍ୟ ପରୀକ୍ଷା କରୁଛି…

ଭାରତରେ କୋଭିଡ୍ ଟିକାର ଅଭାବ, ୧୩ ରାଜ୍ୟ ବିଦେଶରୁ ଟିକା କିଣିବେ

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଅଭିଯାନର ଗତି ବେଶ୍ ଧିମେଇ ଯାଇଛି। ଏହାର କାରଣ ହେଉଛି କୋଭିଡ ଟିକାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ସଂଖ୍ୟକ ଟିକା ମିଳୁନଥିବାରୁ ୧୩ଟି ରାଜ୍ୟ ବାଧ୍ୟ ହୋଇ ବିଦେଶରୁ ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏହି ରାଜ୍ୟ ସରକାରଙ୍କ ପକ୍ଷରୁ…