ପୁରୀ ଚନ୍ଦନ ଯାତ୍ରାରେ କୋଭିଡ କଟକଣା ପାଳନ ପାଇଁ ୬ଟି ପୋଲିସ ଏନଫୋର୍ସମେଂଟ ଟିମ୍

ପୁରୀ – ଆସନ୍ତାକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନକୂଳ ହେବ । କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି…

ଗୋଆ: ଅକ୍ସିଜେନ ଅଭାବରୁ ପୁଣି ୧୩ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ପାଣାଜୀ: ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସପିଟାଲ (ଜିଏମସିଏଚ)ରେ ପୁଣି କୋଭିଡ୍ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୧ଟାରୁ ସକାଳ ୬ଟା ମଧ୍ୟରେ ଆଉ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଚାରି ଦିନରେ…

ପ୍ରଧାନମନ୍ତ୍ରୀ କିଷାନ ଯୋଜନା: ୯.୫ କୋଟି ଚାଷୀଙ୍କୁ ୨୦ ହଜାର କୋଟିର ଅଷ୍ଟମ କିସ୍ତି ମିଳିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୨୦ ହଜାର କୋଟି ଟଙ୍କାର ଅଷ୍ଟମ କିସ୍ତି ୯.୫ କୋଟି କୃଷକଙ୍କ ପାଇଁ ଜାରି କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି।…

ଭାରତରେ ଆଉ ୩.୪୩ ଲକ୍ଷ ମାମଲା, ୪୦୦୦ ମୃତ

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣର ହ୍ରାସ ପାଇଛି କିନ୍ତୁ ବିପଦ ଟଳି ନାହିଁ । ମହାମାରୀ ଯୋଗୁଁ ପ୍ରତିଦିନ ପ୍ରାୟ ଚାରି ହଜାର ଲୋକଙ୍କ ମୃତ୍ୟୁ ହେଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୪୩,୧୪୪ କରୋନା ମାମଲା ରେକର୍ଡ଼…

ଇଦ୍ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କୋରୋନା କଟକଣା ମଧ୍ୟରେ ଆଜି ସାରା ରାଜ୍ୟରେ ପବିତ୍ର ଇଦ୍ ଉଲ ଫିତର ପାଳନ କରାଯାଉଛି । ଇସଲାମ ଧର୍ମାବଲମ୍ବୀ ଘରେ ରହି ଇଦ୍ ପାଳନ କରୁଛନ୍ତି । କେବଳ ୫ ଜଣଙ୍କୁ ନେଇ ମସଜିଦ୍ ଓ ଇଦଗାରେ ସ୍ୱତନ୍ତ୍ର ନମାଜ ପାଠ ଓ ପ୍ରାର୍ଥନା ହୋଇଛି । ଇଦ୍ ଉଲ ଫିତର ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ…

ବ୍ରହ୍ମପୁର ସର୍କଲ ଜେଲରେ କୋରୋନା, ୪୮ କଏଦୀ ପଜିଟିଭ

ବ୍ରହ୍ମପୁର – ବ୍ରହ୍ମପୁର ସର୍କଲ ଜେଲରେ କୋରୋନା ସଂକ୍ରମଣ । ଏଠାରେ ୪୮ ଜଣ କଏଦୀ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ଦୁଇ ଦିନ ତଳେ ୮୪ ଜଣ କଏଦୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯାଇଥିଲା । ବ୍ରହ୍ମପୁର ସର୍କଲ ଜେଲରେ ମୋଟ ୯୨୭ ଜଣ କଏଦୀ ଅଛନ୍ତି । କଏଦୀଙ୍କ ପାଇଁ ଏଠାରେ ୧୦୦ ଶଯ୍ୟା…