ଭାରତରେ ଲଞ୍ଚ୍ ହେଲା ରୁଷିଆର କୋଭିଡ ଟିକା ‘ସ୍ପୁଟନିକ୍-ଭି’, ଗୋଟିଏ ଡୋଜର ମୂଲ୍ୟ ପ୍ରାୟ ୧୦୦୦ ଟଙ୍କା

ନୂଆଦିଲ୍ଲୀ: ରୁଷିଆର କରୋନା ଭ୍ୟାକ୍ସିନ୍ ସ୍ପୁଟନିକ୍-ଭି ଭାରତରେ ଲଞ୍ଚ୍ କରାଯାଇଛି । ଏହାର ମୂଲ୍ୟ ମଧ୍ୟ ଘୋଷଣା ହୋଇଛି । ଭାରତରେ ଏହାର ମାର୍କେଟିଂ କମ୍ପାନୀ ଡକ୍ଟର ରେଡ୍ଡୀସ୍ ଅନୁଯାୟୀ ସ୍ପୁଟନିକ୍ଭି-ଭିର ଗୋଟିଏ ଡୋଜ୍ ପ୍ରାୟ ୧୦୦୦ ଟଙ୍କାରେ ଉପଲବ୍ଧ ହେବ। ଅର୍ଥାତ୍ ଏହି ରୁଷୀୟ ଟିକାର…

ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରୁଛି: ମୋଦି

ନୂୂଆଦିଲ୍ଲୀ: ଦେଶରେ ଭୟାବହ କୋଭିଡ୍ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ସେ ଦେଶବାସୀଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛନ୍ତି। ଆମେ ଏକ ଅଦୃୃଶ୍ୟ ଶକ୍ତି ସହ ଲଢ଼ୁଛୁ । ୧୦୦ ବର୍ଷ ପରେ ଏଭଳି ଏକ ଭୟଙ୍କର ମହାମାରୀ ପ୍ରତି ପଦକ୍ଷେପରେ ବିଶ୍ୱର ଧୈର୍ଯ୍ୟ ପରୀକ୍ଷା କରୁଛି…

ଭାରତରେ କୋଭିଡ୍ ଟିକାର ଅଭାବ, ୧୩ ରାଜ୍ୟ ବିଦେଶରୁ ଟିକା କିଣିବେ

ନୂଆଦିଲ୍ଲୀ: ଦେଶରେ କରୋନା ଟୀକାକରଣ ଅଭିଯାନର ଗତି ବେଶ୍ ଧିମେଇ ଯାଇଛି। ଏହାର କାରଣ ହେଉଛି କୋଭିଡ ଟିକାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ସଂଖ୍ୟକ ଟିକା ମିଳୁନଥିବାରୁ ୧୩ଟି ରାଜ୍ୟ ବାଧ୍ୟ ହୋଇ ବିଦେଶରୁ ଟିକା କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏହି ରାଜ୍ୟ ସରକାରଙ୍କ ପକ୍ଷରୁ…

ପୁରୀ ଚନ୍ଦନ ଯାତ୍ରାରେ କୋଭିଡ କଟକଣା ପାଳନ ପାଇଁ ୬ଟି ପୋଲିସ ଏନଫୋର୍ସମେଂଟ ଟିମ୍

ପୁରୀ – ଆସନ୍ତାକାଲି ଅକ୍ଷୟ ତୃତୀୟା ଉପଲକ୍ଷେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନକୂଳ ହେବ । କୋରୋନା କଟକଣା ମଧ୍ୟରେ ବିନା ଭକ୍ତରେ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା । ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ଚାରିପାଖ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି…

ଗୋଆ: ଅକ୍ସିଜେନ ଅଭାବରୁ ପୁଣି ୧୩ କୋଭିଡ୍ ରୋଗୀଙ୍କ ମୃତ୍ୟୁ

ପାଣାଜୀ: ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସପିଟାଲ (ଜିଏମସିଏଚ)ରେ ପୁଣି କୋଭିଡ୍ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୧ଟାରୁ ସକାଳ ୬ଟା ମଧ୍ୟରେ ଆଉ ୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଅକ୍ସିଜେନ ଅଭାବରୁ ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ଚାରି ଦିନରେ…