ଦେଶରେ ଆଉ ୩.୬୨ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ପୁଣି ୪ ହଜାରରୁ ଊର୍ଦ୍ଧ୍ୱ ମୃତ

ନୂଆଦିଲ୍ଲୀ: ଗତ ଦୁଇ ଦିନ ସାମାନ୍ୟ ହ୍ରାସ ପରେ ଭାରତରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୬୨,୭୨୭ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁସଂଖ୍ୟା ପୁଣି ୪ ହଜାର ଟପିଛି । ଏହି ଘାତକ ରୋଗରେ ଆଉ ୪,୧୨୮ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତକାଲି ରେକର୍ଡ ୪୨୦୭…

ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଭିଡିଓ ଭାଇରାଲ୍

‌ଭୁବନେଶ୍ୱର- ଝାରପଡା ଜେଲ୍ ଭିତରେ ଗଞ୍ଜେଇ ଆସରର ଏକ ଭିଡିଓ ଭାଇରାଲ୍ ହୋଇଛି । ଜେଲରେ ନାଚଗୀତ ସହ ଗଂଜେଇ ବି ସେବନ ଚାଲିଛି । ତେବେ, କୋରୋନା କାଳରେ ଜେଲ୍ ଭିତରେ ନାଚ-ଗୀତକୁ ନେଇ ଉଠିଛି ପ୍ରଶ୍ନ ଉଠିଥିବା ବେଳେ ଭାଇରାଲ୍ ଭିଡିଓଟି କେବେକାର ତାହା ସ୍ପଷ୍ଟ ହୋଇନାହିଁ । କଡାକଡି ଯାଂଚ ହେବା…

ରାଜ୍ୟରେ ୧୦୬୪୯ ନୂଆ କୋରୋନା ଆକ୍ରାନ୍ତ, ୧ ଲକ୍ଷ ପାର୍ କଲା ସକ୍ରିୟ ମାମଲା

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୧୦ ହଜାର ଉପରେ ହିଁ ରହିଛି । ଗତ ୨୪ ଘଂଟାରେ ୧୦ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୫ ହଜାର ୯୬୫ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୬୮୪ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୫୫୭ ଆକ୍ରାନ୍ତ…

ଟିକା ପାଇବେ ସାଧୁସନ୍ଥ ଓ ଭିକାରୀ

ସାଧୁସନ୍ଥ, ଭିକାରୀ, ଗରିବଙ୍କୁ ଦିଆଯିବ ଟିକା। ସାର୍ବଜନୀନ ଟିକାକରଣ ଅଭିଯାନକୁ ସଫଳ କରିବା ସକାଶେ ସରକାର ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ଦେବା ପ୍ରକ୍ରିୟା ଜାରି ରଖିଛନ୍ତି । ପ୍ରଥମେ ବିଭିନ୍ନ ଶ୍ରେଣୀର କରୋନା ଯୋଦ୍ଧା, ଏହା ପରେ ୬୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ…

ନର୍ସ ମାନଙ୍କ ତ୍ୟାଗ ଓ ନିଷ୍ଠା ପ୍ରଶଂସନୀୟ : ନବୀନ

ଭୁବନେଶ୍ୱର: ଆଜି ବିଶ୍ବ ନର୍ସିଂ ଦିବସ ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଡାକ୍ତରଖାନା ମାନଙ୍କରେ କାର୍ଯ୍ୟରତ ନର୍ସ ମାନଙ୍କ ସହ ଫୋନ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ବ୍ୟକ୍ତିଗତ ସୁଖ ଦୁଃଖ କୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ…

୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କଠାରେ ଦାବି କଲେ ରାଜ୍ୟ ସ୍ୱାସ୍ଥ୍ୟ…

ଭୁବନେଶ୍ୱର- ରାଜ୍ୟକୁ ୨୫ ଲକ୍ଷ ଡୋଜ୍ କୋଭିଡ ଟିକା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ କେନ୍ଦ୍ର ସରକାରଙ୍କଠାରେ ଦାବି କରିଛନ୍ତି । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ ଆଲୋଚନା ବେଳେ ଏହି ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ।…