ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେଲା ସେନା
ନୂଆଦିଲ୍ଲୀ: ଭାରତୀୟ ସେନା ୩୯ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦେଇଛି। ଅକ୍ଟୋବର ୨୨ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେନା ଏହି ମହିଳାମାନଙ୍କୁ ୨୮ ଅକ୍ଟୋବର ୨୦୨୧ ରୁ ସ୍ଥାୟୀ କମିଶନ ପ୍ରଦାନ କରିଛି। ଅବଶିଷ୍ଟ ୨୫ ମହିଳା ଅଧିକାରୀଙ୍କୁ କାହିଁକି ସ୍ଥାୟୀ କମିଶନରୁ ବଞ୍ଚିତ…