ରାଜଗାଙ୍ଗପୁରରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ତିଆରି ହେଉଛି ସୁଆଦିଆ ଜଳଖିଆ, ମିଶନଶକ୍ତି ମା’ଙ୍କୁ ଜୀବିକା ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରଠାରେ ଶନିବାର ଦିନ ଏହି…

ଅଭୟଙ୍କ ପରେ କିଏ ? ନୂଆ ଡିଜିପି ପାଇଁ ୧୪ ବରିଷ୍ଠ ଆଇପିଏସଙ୍କ ନାଁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇଲେ ରାଜ୍ୟ ସରକାର

ଭୁବନେଶ୍ୱର- ଏ ବର୍ଷ ଡିସେମ୍ବର ୩୧ ତାରିଖରେ ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ । ଅଭୟଙ୍କ ପରେ ଏହି ପଦରେ କିଏ ଅବସ୍ଥାପିତ ହେବେ, ସେ ନେଇ ଚର୍ଚ୍ଚା ମଧ୍ୟରେ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ୧୪ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାଁ ପଠାଇଛନ୍ତି । ସେହି ତାଲିକାକୁ…

ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ପୂର୍ବ କଟକଣା କୋହଳ କଲା ବିଏମସି

ଭୁବନେଶ୍ୱର- ବିବାହ,ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ ଥିବା ପୂର୍ବର କଟକଣା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ପାଇଁ କଟକଣା କୋହଳ କରି ନଭେମ୍ବର ମାସ ପାଇଁ ସଂଶୋଧିତ ମାର୍ଗଦର୍ଶିକା ଜାରି କରିଛି ବିଏମସି । ଏଣିକି ଏସବୁ କାର୍ଯ୍ୟରେ ସର୍ବାଧିକ ୨୫୦ ଜଣ ଯୋଗ…