କର୍ଣ୍ଣାଟକର ଏକ ସ୍କୁଲରେ କରୋନା ବିସ୍ଫୋରଣ, ୩୨ ଛାତ୍ର ପଜିଟିଭ୍

ବେଙ୍ଗାଲୁରୁ: କର୍ଣ୍ଣାଟକର କୋଡାଗୁ ଜିଲ୍ଲାର ଏକ ବୋର୍ଡିଂ ସ୍କୁଲରେ କରୋନା ବିସ୍ଫୋରଣ ମାମଲା ସାମ୍ନାକୁ ଆସିଛି। ଏଠାରେ ପଢୁଥିବା ୩୨ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏତେ ସଂଖ୍ୟକ ଛାତ୍ର ସଂକ୍ରମିତ ହୋଇଥିବା ମାମଲା ଏପରି ଏକ ସମୟରେ ଆସିଛି ଯେତେବେଳେ ଅଧିକାଂଶ ରାଜ୍ୟରେ…