ବାୟୋ ବବଲ୍ ମଧ୍ୟରେ ପୁରୀରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ

ପୁରୀ - ପୁରୀରେ ବାୟୋ ବବଲ୍ ମଧ୍ୟରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ବାୟୋ ବବଲ୍‌ର ଅର୍ଥ ହେଉଛି କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସୁରକ୍ଷିତ ଜୈବ ବଳୟ ସୃଷ୍ଟି କରିବା, ଯେଉଁଠି ସଂକ୍ରମଣ ଭେଦ କରିପାରିବ…

କୋରୋନାରେ ଆଖି ବୁଜିଲେ ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣା

ରିଷିକେଶ– ବିଶିଷ୍ଟ ପରିବେଶବିତ ସୁନ୍ଦରଲାଲ ବହୁଗୁଣାଙ୍କ କୋରୋନାରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ରିଷିକେଶ ଏମସରେ ଗତ ୧୦ ଦିନ ଧରି ଚିକିତ୍ସାଧୀନ ଥିଲେ । ହିମାଳୟ ପାର୍ବତ୍ୟାଂଚଳର ଜଙ୍ଗଲର ସଂରକ୍ଷଣ ପାଇଁ ସେ ଆନ୍ଦୋଳନ ଚଳାଇଥିଲେ । ୧୯୭୦ ଦଶକରେ…

ଓଡିଶା ଯୋଗାଇ ସାରିଲାଣି ୧୮୪୬୦ ମେଟ୍ରିକ ଟନ୍‌ରୁ ଅଧିକ ମେଡିକାଲ୍ ଅକ୍ସିଜେନ

ଭୁବନେଶ୍ୱର- କୋରୋନା ସଂକଟ ସମୟରେ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡିଶା । ଏଯାବତ ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଓଡିଶା ପଠାଇ ସାରିଲାଣି ଅକ୍ସିଜେନ୍‌ର ୧୦୦୫ ଟ୍ୟାଙ୍କର ଓ କଂଟେନର୍ । ମୋଟ ୧୮୪୬୦ ଦଶମିକ ୫୭୬ ମେଟ୍ରିକ ଟନ୍ ମେଡିକାଲ୍ ଅକ୍ସିଜେନ୍ ପଠାଇସାରିଛି…

ନାରଦ ସ୍କାମ୍‌: ଚାରି ଟିଏମ୍‌ସି ନେତାଙ୍କୁ ଗୃହବନ୍ଦୀ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲକାତା: ନାରଦ ସ୍କାମ୍‌ରେ ନିକଟରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଚାରି ନେତାଙ୍କୁ ଗୃହବନ୍ଦୀ ରଖିବାକୁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମମତା ସରକାରର ଦୁଇ କ୍ୟାବିନେଟ ମନ୍ତ୍ରୀ ଫିରହଦ ହାକିମ୍ ଏବଂ ସୁବ୍ରତ ମୁଖାର୍ଜୀଙ୍କ ବ୍ୟତୀତ ଦୁଇ ବିଧାୟକ ମଦନ ମିତ୍ର ଏବଂ…

ଟେଷ୍ଟିଂ ବଢିଥିବାରୁ ଦୈନିକ କୋରୋନା ସଂକ୍ରମଣରେ ବୃଦ୍ଧି : ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର –ରାଜ୍ୟରେ ଟେଷ୍ଟିଂ ବଢିଥିବାରୁ ସଂକ୍ରମଣ ସଂଖ୍ୟା ବଢିଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏହା କହିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ୮୦ ପ୍ରତିଶତ ରୋଗୀ ଏବେ ଆଇସିୟୁରେ ଅଛନ୍ତି । ୫୦ ପ୍ରତିଶତରୁ ଅଧିକ ଭେଂଟିଲେଟରରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା…

ସମ୍ବିତ ପାତ୍ରଙ୍କ ମିଛ ଧରିଲା ଟ୍ୱିଟର, କଂଗ୍ରେସ୍ ଟୁଲ୍‌କିଟ୍ ପୋଷ୍ଟକୁ କହିଲା ବିଭ୍ରାନ୍ତିକର

ନୂଆଦିଲ୍ଲୀ: ବିଜେପି ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମିଛ ଧରିଛି ଟ୍ୱିଟର । ସମ୍ବିତ ପାତ୍ର ନିକଟରେ କଂଗ୍ରେସର ‘କାରୋନା ଟୁଲକିଟ୍‌’ ସମ୍ପର୍କରେ ଯେଉଁ ପୋଷ୍ଟ କରିଥିଲେ, ତାକୁ ଟ୍ୱିଟର ‘ମାନିପୁଲେଟଡ ମିଡ଼ିଆ’ ବା ବିଭ୍ରାନ୍ତିକର ବୋଲି ଦର୍ଶାଇଛି । ଅର୍ଥାତ୍ ଏହି ପୋଷ୍ଟରେ ଯାହା ଦାବି କରାଯାଇଛି…

ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୨୭ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୪୩୦କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡରୁ ୩ ଜଣେ ଲେଖାଏଁ ପ୍ରାଣ…

ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ ମୁଖ୍ୟ ସମ୍ପାଦକ ତରୁଣ ତେଜପାଲ୍ ଦୋଷମୁକ୍ତ

ମୁମ୍ବାଇ: ଆଠ ବର୍ଷ ତଳର ଏକ ଯୌନ ନିର୍ଯାତନା ମାମଲାରେ ‘ତେହେଲ୍‌କା’ର ମୁଖ୍ୟ ସମ୍ପାଦକ ତରୁଣ ତେଜ୍‌ପାଲଙ୍କୁ ଗୋଆର ଏକ କୋର୍ଟ ଦୋଷମୁକ୍ତ କରିଛନ୍ତି । ତେଜପାଲଙ୍କ ବିରୋଧରେ ‘ତେହେଲ୍‌କା’ର ଜଣେ ମହିଳା କର୍ମଚାରୀ ବଳାତ୍କାର ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ୨୦୧୩ରେ ଏକ ହୋଟେଲ ଲିଫ୍ଟରେ…